ଶେଷରେ ମାନିଲା ପାକିସ୍ତାନ: ୩୭୦ ହଟାଇବା ଭାରତର ଆଭ୍ୟନ୍ତରୀଣ ମାମଲା…

ଇସଲାମାବାଦ୍‌/ନୂଆଦିଲ୍ଲୀ,୮।୫: ଶେଷରେ ପାକିସ୍ତାନ ଭାରତର ଜମ୍ମୁ-କଶ୍ମୀର ନୀତିକୁ ମାନିଛି। ୩୭୦ ଅନୁଚ୍ଛେଦ ହଟାଇବା ଭାରତର ଆଭ୍ୟନ୍ତରିଣ ମାମଲା ବୋଲି ପାକିସ୍ତାନ ବହିର୍ବ୍ୟାପାର ମନ୍ତ୍ରୀ ଶାହ ମାହମୁଦ୍‌ କ୍ୟୁରେଶି କହିଛନ୍ତି। ଏହା ପୂର୍ବରୁ ପାକିସ୍ତାନ ଏହି ପ୍ରସଙ୍ଗରେ ଭାରତ ସରକାରଙ୍କୁ ବିରୋଧ କରି ଆସୁଥିଲା। ତେବେ ୨୧ ମାସ ପରେ ପାକିସ୍ତାନ ସରକାର ଭାରତର ପଦକ୍ଷେପକୁ ସ୍ବୀକାର କରିଛନ୍ତି।

Share