ବସିଲା ପ୍ରି-ବଜେଟ୍‌ ପରାମର୍ଶ ବୈଠକ

ଭୁବନେଶ୍ୱର,୬।୧(ବ୍ୟୁରୋ): ୨୦୨୩-୨୪ ଆର୍ଥିକ ବର୍ଷ ବଜେଟ୍‌କୁ ନେଇ ଅର୍ଥ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତେବେ ବଜେଟ୍‌ ପୂର୍ବରୁ ପ୍ରି-ବଜେଟ୍‌ ପରାମର୍ଶ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି। ବୈଠକରେ ଅର୍ଥ ବିଭାଗର ସଚିବ, ପୂର୍ବତନ ସଚିବ ଏବଂ ଅଧିକାରୀ ଉପସ୍ଥିତ ଅଛନ୍ତି।

 

Share