Posted inଜାତୀୟ

ମୁଁ ବି ମଧ୍ୟବିତ୍ତ ଶ୍ରେଣୀର, ଚାପ ବୁଝିପାରୁଛି: କେନ୍ଦ୍ର ଅର୍ଥମନ୍ତ୍ରୀ

ନୂଆଦିଲ୍ଳୀ,୧୫।୧: ଆସନ୍ତା ଫେବୃଆରୀ ୧ରେ ଦେଶର ବଜେଟ ଉପସ୍ଥାପିତ ହେବ। ଏହାପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳାଳା ସୀତାରମଣ ନିଜ ପ୍ରତିକ୍ରିୟା ରଖିଛନ୍ତି। ଏଥର ବଜେଟ୍‌ଷର ସେ ସାଧାରଣ ଜନତା, ରାଜ୍ୟ ସରକାର ଏବଂ ଆର୍ଥିକ ପ୍ରତିଷ୍ଠାନଗୁଡିକର ଆଶା ପୂରଣ କରିବାକୁ ଚେଷ୍ଟା କରିବେ ବୋଲି ଆଶ୍ୱାସନା ଦେଇଛନ୍ତି। ଅର୍ଥମନ୍ତ୍ରୀ ରବିବାର ରାଷ୍ଟ୍ରିୟ ସ୍ବୟଂ ସେବକ ସଂଗଠନର ସାପ୍ତାହିକ ପତ୍ରିକା ପଞ୍ଚଜନ୍ୟ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ କହିଛନ୍ତି, ସେ ମଧ୍ୟ ମଧ୍ୟବିତ୍ତ ଶ୍ରେଣୀର ଅଟନ୍ତି ଏବଂ ସେମାନଙ୍କ ଉପରେ ହେଉଥିବା ଚାପକୁ ସେ ଭଲଭାବେ ବୁଝନ୍ତି। ମୋଦି ସରକାର ମଧ୍ୟବିତ୍ତଙ୍କ ଉପରେ କୌଣସି ନୂତନ ପ୍ରକାରର ଟିକସ ବୋଝ ଲଗାଇ ନାହାଁନ୍ତି। ଏହା ବ୍ୟତୀତ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ମଧ୍ୟ ଟିକସମୁକ୍ତ ରଖାଯାଇଛି।
୨୦୨୩-୨୪ ବଜେଟ ପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଅନ୍ତିମ ପର୍ଯ୍ୟାୟରେ ଅଛି। ଟିକସ ବୋଝର ସମ୍ମୁଖୀନ ହେଉଥିବା ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ଆରାମ ଦେବା ଅର୍ଥମନ୍ତ୍ରୀଙ୍କ ଆଗରେ ସବୁଠାରୁ ବଡ ଆହ୍ବାନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଆଣୀ ବେଶରେ କମଲା, ପ୍ରଚାରବେଳେ ତଳେ ବସି ଖାଇଲେ ଟ୍ରମ୍ପ! ଦେଖନ୍ତୁ ଭାଇରାଲ ଫଟୋ

ନୂଆଦିଲ୍ଲୀ,୫।୧୧: ଆଜି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ତେବେ ରାଷ୍ଟ୍ରପତି କିଏ ହେବ ଏନେଇ ସାରା ବିଶ୍ୱର ନଜର ରହିଛି। ସେଠାରେ ଡୋନାଲ୍ଡ ଟ୍ରମ୍ପ...

ଝାଡଖଣ୍ଡରେ ଓଡ଼ିଶା ଫମୂର୍ଲା ପକାଇଲା ଭାଜପା, ଚମ୍ପାଇ-ମାରାଣ୍ଡି ଆଉଟ୍‌…

ରାଞ୍ଚି,୫।୧୧: ଝାଡଖଣ୍ଡରେ ଭୋଟ ତାରିଖ ପାଖେଇ ଆସୁଥିବାବେଳେ ଭାଜପା ଏହାର ରଣନୀତିରେ ଏକ ବଡ଼ ପରିବର୍ତ୍ତନ କରିଛି। ଚମ୍ପାଇ ସୋରେନଙ୍କ ପରେ ବର୍ତ୍ତମାନ ଅର୍ଜୁନ ମୁଣ୍ଡା...

୨୫ ନଭେମ୍ବରରୁ ସଂସଦର ଶୀତକାଳୀନ ଅଧିବେଶନ

ନୂଆଦିଲ୍ଲୀ,୫।୧୧: ୧୮ତମ ଲୋକସଭାର ଶୀତ ଅଧିବେଶନ ୨୫ ନଭେମ୍ବରରୁ ଆରମ୍ଭ ହୋଇ ୨୦ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ। ସମ୍ବିଧାନ ଦିବସ ଅବସରରେ ୨୬ ନଭେମ୍ବରରେ ମିଳିତ...

ଭୁଲ ତଥ୍ୟ ଦେଉଛି ଉଇକିପିଡିଆ, ସରକାର ଦେଲେ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ,୫।୧୧: ଭୁଲ ତଥ୍ୟ ତଥା ସୂଚନା ଦେଉଛି Wikipedia। ଏଭଳି ଏକାଧିକ ଅଭିଯୋଗ ଆସିବା ପରେ ଉଇକିପିଡ଼ିଆ ଉପରେ ବର୍ଷିଛନ୍ତି କେନ୍ଦ୍ର ସରକାର। ଏଥିସହ ତାକୁ...

ନା ଏସିର ପାଣି, ନା ଚରଣାମୃତ, ତେବେ ମନ୍ଦିରରେ କ’ଣ ପିଉଥିଲେ ଭକ୍ତ? ଭାଇରଲ ହେଉଛି ଭିଡିଓ

ଲକ୍ଷ୍ନୌ,୫।୧୧: ସୋମବାରଠାରୁ ଉତ୍ତର ପ୍ରଦେଶ ବାଙ୍କେ ବିହାରୀ ମନ୍ଦିରକୁ ନେଇ ଆଲୋଚନା ଚାଲିଛି। ମନ୍ଦିରର ଏକ ଭିଡିଓ ସାମ୍ନାକୁ ଆସିଥିଲା ଯେଉଁଥିରେ ଭକ୍ତମାନେ ହାତୀ ମୁହଁରୁ...

ଲରେନ୍ସ ବିଷ୍ଣୋଇଙ୍କ ଫଟୋ ଥାଇ ଟି-ସାର୍ଟ ବିକି ଫସିଲା ମିଶୋ

ନୂଆଦିଲ୍ଲୀ,୫।୧୧: ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ନାମ ବର୍ତ୍ତମାନ ଖବରରେ ଅଛି। ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲାଙ୍କ ହତ୍ୟା ମାମଲାରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ...

ରାଜନୀତିରୁ ସନ୍ୟାସ ନେବେ ଶରଦ ପାଓ୍ବାର! ବଡ଼ ସୂଚନା ଦେଇ କହିଲେ…

ମୁମ୍ବାଇ,୫।୧୧: ବିଧାନସଭା ନିର୍ବାଚନ ପାଇଁ ମହାରାଷ୍ଟ୍ରର ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ଏହି ସମୟରେ ଏନସିପି ନେତା ଶରଦ ପାୱାର ରାଜନୀତିରୁ ଅବସରକୁ ନେଇ ଏକ...

୧୬ ହଜାର ମଦ୍ରାସା ଚାଲୁ ରହିବ, ବଡ଼ ରାୟ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୫ା୧୧: ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି ଯେଉଁଥିରେ ଏହା (ହାଇକୋର୍ଟ) ଉତ୍ତରପ୍ରଦେଶ ମଦ୍ରାସା ଶିକ୍ଷା ବୋର୍ଡ ଅଧିନିୟମକୁ ଖାରଜ କରିଥିଲେ ଏବଂ ଅନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri