ଜାଣନ୍ତୁ କେଉଁ ଦିଗରେ ରହିବା କଥା ପିଲାଙ୍କ ରୁମ୍‌, ନଚେତ ଘଟିବ କିଛି ଏପରି

ଆଜିର ପିଢ଼ି ଆମ ଦେଶର ଭବିଷ୍ୟତ। ଯଦି ଆପଣଙ୍କ ପିଲାଙ୍କ ଭବିଷ୍ୟତକୁ ଉଜ୍ଜ୍ୱଳ ଦେଖିବାକୁ ଚାହାଁନ୍ତି, ତେବେ ଏଥିପାଇଁ ଆପଣଙ୍କୁ ସେମାନଙ୍କ କୋଠରୀକୁ ମଧ୍ୟ ସଠିକ୍‌ ଭାବରେ ସଜାଇବାକୁ ପଡିବ। ବାସ୍ତୁଅନୁଯାୟୀ ପିଲାମାନଙ୍କ କୋଠରୀ କିପରି ହେବା ଉଚିତ୍‌ ଜାଣନ୍ତୁ।

=) ଘରେ ପିଲାମାନଙ୍କର କୋଠରୀ ପୂର୍ବ, ଉତ୍ତର, ପଶ୍ଚିମ କିମ୍ବା ଭାୟା (ପଶ୍ଚିମ ଏବଂ ଉତ୍ତର ଦିଗ ମଧ୍ୟରେ) ହେବା ଉଚିତ୍‌।

=) ପିଲାମାନଙ୍କର ମୁଣ୍ଡ ପୂର୍ବ ଆଡକୁ ଏବଂ ପାଦ ପଶ୍ଚିମ ଆଡକୁ ରହିବା ଠିକ୍‌।

=) ଯଦି ଶିଶୁ କୋଠରୀର କବାଟ ପୂର୍ବ ଦିଗରେ ଥାଏ, ତେବେ ଶଯ୍ୟା ଦକ୍ଷିଣରୁ ଉତ୍ତର ପର୍ଯ୍ୟନ୍ତ ହେବା କଥା।

=) ଶୌଚାଳୟ ନିକଟରେ କଦାପି ପଢ଼ାଘର ରହିବା ଉଚିତ୍‌ ନୁହେଁ। । ଏହା ସହିତ, ଆଲମାରୀ କେବଳ ପୂର୍ବ କିମ୍ବା ଉତ୍ତର ଦିଗରେ ରଖନତିୁ ନାହିଁ।

=)ଯଦି ଘରେ ଜାଗା ଅଭାବ ହେତୁ ଆପଣଙ୍କୁ ଶୋଇବା ଘରେ ପଢ଼ିବାକୁ ପଡ଼ୁଛି ତେବେ ପଢ଼ା ଟେବୁଲ, ଲାଇବ୍ରେରୀ ପଶ୍ଚିମ କିମ୍ବା ଦକ୍ଷିଣ-ପଶ୍ଚିମ ଦିଗରେ ରଖନ୍ତୁ, କିନ୍ତୁ ଏହା ଉପରେ ପଢ଼ବା ବେଳେମୁହଁ କେବଳ ପୂର୍ବ କିମ୍ବା ଉତ୍ତର ଦିଗରେ ରହିବା ଉଚିତ।

=)ପିଲାମାନଙ୍କ କୋଠରୀରେ ହିଂସାତ୍ମକ ଚିତ୍ର ରଖନ୍ତୁ ନାହିଁ।

=)ଅଧ୍ୟୟନ ଟେବୁଲରେ ଗ୍ଲୋବ କିମ୍ବା ତମ୍ବା ପିରାମିଡ ରଖିବା ଲାଭଦାୟକ ଏବଂ ନକାରାତ୍ମକ ଶକ୍ତି ଦୂରେଇ ଯାଏ।

=)ପିଲାମାନଙ୍କର କୋଠରୀରେ ମୟୂରପୁଚ୍ଛ ରଖନ୍ତୁ।
ଅଧ୍ୟୟନ କରୁଥିବା ପିଲାମାନଙ୍କ କୋଠରୀରେ ମାତା ସରସ୍ବତୀଙ୍କ ଏକ ଚିତ୍ର ରଖାଯିବା ଉଚିତ୍‌।


Enter your email to get our daily news in your inbox.

All Right Reserved By Dharitri.Com

ପାଣି ବଦଳିଲେ ଅଧିକ କେଶ ଝଡେ? ଜାଣନ୍ତୁ କାରଣ

ଆଜିର ଦିନରେ କେଶ ଝଡ଼ିବା ସମସ୍ୟା ସାଧାରଣ ହୋଇଗଲାଣି। ପିଲାଠୁ ବୃଦ୍ଧକିମ୍ବା ଯୁବପିଢିଙ୍କ ଠାରେ ଏହିସମସ୍ୟା ଅଧିକ ଦେଶଯାଉଛ। ଏହି ସମସ୍ୟା କେବଳ ଆତ୍ମବିଶ୍ୱାସକୁ ପ୍ରଭାବିତ...

ଶୀତଦିନେ ବେଶ୍‌ ଉପକାରୀ ଫ୍ଲାକ୍ସ ସିଡ୍‌: ଏମିତି ଖାଆନ୍ତୁ…

ଫ୍ଲାକ୍ସ ସିଡ୍‌ ବା ଅଳସୀ ମଞ୍ଜିରେ ଭରିରହିଛି ଅନେକ ପୋଷକ ତତ୍ତ୍ୱ। ଏହାକୁ ପ୍ରତିଦିନ ଖାଦ୍ୟ ତାଲିକାରେ ସାମିଲ କଲେ, ବିଶେଷ କରି ଶୀତଦିନେ ଏହାକୁ...

ତ୍ୱଚା ପାଇଁ ବରଦାନ ବିଟ୍‌ରୁଟ୍‌:ଜାଣନ୍ତୁ କେମିତି କରିବେ ବ୍ୟବହାର…

ବିଟ୍‌ରୁଟ୍‌ରେ ଭରିରହିଛି ଅନେକ ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ତତ୍ତ୍ୱ… ବିଟ୍‌ ରସ ମଧ୍ୟ ଓଠକୁ ଗୋଲାପି କରିବାରେ ବେଶ୍‌ ଲାଭଦାୟକ। ଏକ ଚାମଚ୍‌ ବିଟ୍‌ ରସରେ ୨-୩...

ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ଆପଣାନ୍ତୁ ଏହି ଟିପ୍ସ

କଥାରେ ଅଛି ଯେଉଁ ସମ୍ପର୍କରେ ମାନ ଅଭିମାନ ନାହିଁ ସେଠି ଜୀବନର ଆନନ୍ଦ ନାହିଁ । ବିଶେଷ କରି ସ୍ବାମୀସ୍ତ୍ରୀଙ୍କ ଦାମ୍ପତ୍ୟ ଜୀବନରେ ଛୋଟ ଛୋଟ...

ମହିଳାଙ୍କ ଏହି ୫ ଅଭ୍ୟାସ କରିଦେବ ଘରକୁ ବରବାଦ୍‌,ଜାଣନ୍ତୁ ଏଭଳି କାହିଁକି କହିଛନ୍ତି ଚାଣକ୍ୟ…

ଚାଣକ୍ୟଙ୍କୁ ଶ୍ରେଷ୍ଠ ବିଦ୍ୱାନ ଭାବେ ଗଣାଯାଏ। ରାଜନୀତିଠାରୁ ଆରମ୍ଭ କରି କୁଟନୀତି ପର୍ଯ୍ୟନ୍ତ ସବୁଥିରେ ସେ ପାରଙ୍ଗମ ଥିଲେ । ଚାଣକ୍ୟ ନିଜର ଅନୁଭବ ଅନୁସାରେ...

ବୟସ୍କ ବ୍ୟକ୍ତି ଓ ନୀରୋଗ ଶରୀର

ସ୍ବାସ୍ଥ୍ୟ ହିଁ ସମ୍ପଦ। ସୁସ୍ଥ ବ୍ୟକ୍ତିର ସ୍ବାସ୍ଥ୍ୟ ରକ୍ଷାକରିବା ଓ ରୋଗୀର ରୋଗକୁ ଦୂର କରିବା ପାଇଁ ଆବଶ୍ୟକ ଦ୍ରବ୍ୟ ପ୍ରକୃତି ମାଆ କୋଳରେ ମହଜୁଦ...

କିଡ୍‌ନୀ ଫେଲ୍‌ ହୋଇଥିଲେ ଦେଖାଦିଏ ଏସବୁ ଲକ୍ଷଣ

କିଡ୍‌ନୀ ଏପରି ଏକ ଅଙ୍ଗ ଯାହାର କାର୍ଯ୍ୟ ଅକ୍ଷମତା ଅନେକ ଡେରିରେ ଧରାପଡ଼େ। ଅଙ୍ଗଟି ପ୍ରାୟ ୮୦-୯୦ ଶତାଂଶ ଅକ୍ଷମ ନ ହୋଇପଡ଼ିବାର ପୂର୍ବ ପର୍ଯ୍ୟନ୍ତ...

ସମୁଦ୍ର ତଳେ ଜୀବନର ରହସ୍ୟ ଖୋଜୁଛି ନାସା

ଆମ ପୃଥିବୀର ମାତ୍ର ଏକ-ଚତୁର୍ଥାଂଶ ସ୍ଥଳଭାଗ ଏବଂ ବାକି ତିନି-ଚତୁର୍ଥାଂଶ ଭାଗ ଜଳ, ଯାହା ସମୁଦ୍ର ମହାସମୁଦ୍ରରେ ପରିପୂର୍ଣ୍ଣ। ଏହି ବିଶାଳ ଜଳଭାଗର ମହାସାଗର ତଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri