ଗଲ୍ଫ ବଲ୍‌ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ମୋଟା ଅଙ୍କର ଜରିମାନା

ତାଇପେ,୨୫ା୯: ସୋମବାର ତାଇଓ୍ବାନ କର୍ତ୍ତୃପକ୍ଷ ଏକ ଗଲ୍ଫ ବଲ୍‌ ନିର୍ମାତାଙ୍କ ପ୍ରତି ୨.୪ ନିୟୁତ ତଥା ନୂଆ ତାଇଓ୍ବାନ ୭୫୦୦୦ ଡଲାର ଜରିମାନା କରିଛନ୍ତି। ବିପଜ୍ଜନକ ସାମଗ୍ରୀର ଆଇନଗତ ସୀମା ତଥା ଅନ୍ୟାନ୍ୟ ଉଲ୍ଲଂଘନର ୩୦ ଗୁଣ ସଂରକ୍ଷଣ କରିଥିବାରୁ ଆପରାଧିକ ମାମଲା ରୁଜୁ କରିଛନ୍ତି।

ସୂଚନାଯୋଗ୍ୟ, ଶୁକ୍ରବାର କାରଖାନାରେ ଅଗ୍ନିକାଣ୍ଡ ଘଟି ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଜ ଥିଲେ। ପିଙ୍ଗଟଙ୍ଗ ଜିଲାର ମେୟର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଲଞ୍ଚ ଟେକ୍ନୋଲୋଜି କୋରେ ୩୦୦୦
ମେୟର ଖା ଚୁନ୍‌-ମି କହିଛନ୍ତି, ଜନସାଧାରଣଙ୍କ ବିପଦ ଏବଂ ଅବହେଳା ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Share