Categories: ଜାତୀୟ

ରିପବ୍ଲିକ ଟିଭିର ୧୦୦୦ କର୍ମଚାରୀଙ୍କ ବିରୋଧରେ ଏତଲା

ମୁମ୍ବାଇ,୨୩।୧୦-ଟିଆରପି ସ୍କାମ ମାମଲାରେ ମୁମ୍ବାଇ ପୋଲିସ ଶୁକ୍ରବାର ରିପବ୍ଲିକ ଟିଭିର ସମସ୍ତ କର୍ମଚାରୀଙ୍କ ବିରୋଧରେ ଏତଲା ଦାଖଲ କରିଛି। ରିପବ୍ଲିକ ଟିଭି ଏବଂ ରିପବ୍ଲିକ ଭାରତରେ ପାଖାପାଖି ୧୦୦୦ରୁ ଅଧିକ କର୍ମଚାରୀ ରହିଛନ୍ତି। ସମସ୍ତ ଏଡିଟୋରିଆଲ ଷ୍ଟାଫଙ୍କ ସହ ସବୁ କର୍ମଚାରୀଙ୍କ ନାଁରେ ଏତଲା ଦିଆଯାଇଛି। ଏ ନେଇ ରିପବ୍ଲିକ ଟିଭି ପକ୍ଷରୁ ସୂଚନା ମିଳିଛି।

Share