Categories: Video

Fire breaks out at Cuttack BSNL office | କଟକ ବିଏସ୍ଏନ୍ଏଲ୍ ଅଫିସ୍ ରେ ଭୟାବହ ଅଗ୍ନିକାଣ୍ଡ

A major fire broke out at the BSNL office on Bajrakabati road in Cuttack Friday. Fire services personnel rushed to the spot and doused the flames. No casualties were reported. Electric short-circuit is said to be the reason behind the incident, but it is yet to be verified. Meanwhile, the telecom operator’s services in the city have been affected.

କଟକ ବଜ୍ରକବାଟୀ ରୋଡ୍ ସ୍ଥିତ ବିଏସ୍ଏନ୍ଏଲ୍ ଅଫିସ୍ ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଫିସ୍ ର ଚତୁର୍ଥ ମହଲାରେ ଏହି ନିଆଁ ଲାଗିଥିବା ଜଣାପଡିଛି । ଅଫିସ୍ ର ସମସ୍ତ କର୍ମଚାରୀ ସୁରକ୍ଷିତ ଅଛନ୍ତି । ନିଆଁ ଲାଗିବା ଯୋଗୁଁ କଟକରେ ବିଏସ୍ଏନ୍ଏଲ୍ ସେବା ଠପ୍ ହୋଇଛି । ତିନୋଟି ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ । ତେବେ ଅଗ୍ନିକାଣ୍ଡ ସର୍ଟସର୍କିଟ୍ ଯୋଗୁଁ ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି