Advertisement

ଥାନାରେ ଲାଗିଲା ନିଆଁ

ଦିଗପହଣ୍ଡି,୭।୪: ଗଞ୍ଜାମ ଜିଲା ଦିଗପହଣ୍ଡି ସୁନାପୁର ମେରାଇନ୍‌ ଥାନାରେ ରବିବାର ଅଗ୍ନିକାଣ୍ଡ ଘଟିଛି। ଶର୍ଟସର୍କିଟରୁ ନିଆଁ ଲାଗିଥିବା ଜଣାପଡିଛି। ଏପରି କି ଅଗ୍ନିକାଣ୍ଡରେ ଥାନା ପରିସରରେ ଥିବା ୨ଟି ବାଇକ୍‌ ମଧ୍ୟ ଜଳି ଯାଇଛି। ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share