ପ୍ରଥମେ ବିକିଲେ ଘର, ଏବେ କିଣିଲେ ବିଳାସପୂର୍ଣ୍ଣ ଗାଡ଼ି, ଦାମ ଶୁଣିଲେ

ମୁମ୍ବାଇ: ହିମାଚଳ ପ୍ରଦେଶ ମଣ୍ଡି ଆସନର ଭାଜପା ଏମପି ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ନିକଟରେ ଏକ ବିଳାସପୂର୍ଣ୍ଣ କାର କିଣିଛନ୍ତି। କଙ୍ଗନା ଲ୍ୟାଣ୍ଡ ରୋଭରର ରେଞ୍ଜ ରୋଭର ଅଟୋବାୟୋଗ୍ରାଫି LWB ମଡେଲକୁ ତାଙ୍କ ଘରକୁ ଆଣିଛନ୍ତି। ଏହାପୂର୍ବରୁ ଅଭିନେତ୍ରୀ ମୁମ୍ବାଇର ପାଲି ହିଲରେ ନିଜର ବଙ୍ଗଳା ବିକ୍ରି କରିଥିଲେ। ସେ ଏହି ବଙ୍ଗଳା ବିକ୍ରୟ କରିବାର କାରଣ ହେଉଛି ତାଙ୍କର ପ୍ରଡକଶନ ବେଂଚର।
ଭାଜପା ଏମପି କଙ୍ଗନା ରାନାୱତଙ୍କ ନୂଆ ରେଞ୍ଜ ରୋଭର ସହିତ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେ ପୂଜାର୍ଚ୍ଚନା କରି ତାଙ୍କ ନୂତନ କାରକୁ ସ୍ବାଗତ କରିଥିଲେ। ଖବର ଅନୁଯାୟୀ, ବଲିଉଡ ଅଭିନେତ୍ରୀ ବିକ୍ରି କରିଥିବା ପାଲି ହିଲ ବଙ୍ଗଳାର ମୂଲ୍ୟ ପ୍ରାୟ ୩୨ କୋଟି ଟଙ୍କା ଥିଲା।
ଦୁଇଟି ପାୱାର୍‌ ଟ୍ରେନ ଅପଶନ ସହିତ ଲ୍ୟାଣ୍ଡ ରୋଭର ରେଞ୍ଜ ରୋଭର ଭାରତୀୟ ବଜାରରେ ଉପଲବ୍ଧ। ପେଟ୍ରୋଲ ଭାରିଆଣ୍ଟରେ ଏହି କାରର ମୂଲ୍ୟ ୩.୦୮କୋଟି ଟଙ୍କା। ଯେଉଁଠାରେ ଡିଜେଲ ପାୱାର୍‌ ଟ୍ରେନ ସହିତ ରେଞ୍ଜ ରୋଭରର ମୂଲ୍ୟ ୩.୬୧ କୋଟି ଟଙ୍କା। ଏହି କାରରେ ଉଭୟ ପେଟ୍ରୋଲ ଏବଂ ଡିଜେଲ ପାୱାର୍‌ ଟ୍ରେନ ସହିତ ଜଡିତ ସ୍ବୟଂଚାଳିତ ଟ୍ରାନ୍ସମିସନ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜକୁ ବିବାହ କରିଥିବା ସୋସିଆଲ ମିଡିଆ ଷ୍ଟାର କଲେ ଆତ୍ମହତ୍ୟା

ଅଙ୍କାରା,୩୦।୯: ତୁର୍କୀର ପ୍ରସିଦ୍ଧ ଟିକ ଟକ ଷ୍ଟାର କୁବ୍ରା ଆଇକୁଟ ଆତ୍ମହତ୍ୟା କରିଛନ୍ତି। ଖବର ଅନୁଯାୟୀ, ଏକ ଆପାର୍ଟମେଣ୍ଟର ପଞ୍ଚମ ମହଲାରୁ ଡେଇଁ କୁବ୍ରା ତାଙ୍କ...

ବଲିଉଡରୁ ଅବସର ନେବେ ଶାହାରୁଖ!

ମୁମ୍ବାଇ,୩୦।୯: ବଲିଉଡର କିଙ୍ଗ ଶାହାରୁଖ ଖାନ ଦୀର୍ଘ ଦିନ ଧରି ଦର୍ଶକଙ୍କୁ ମନୋରଞ୍ଜନ ଦେଇଆସୁଥିଲେ। ତାଙ୍କୁ ବଲିଉଡର ଶେଷ ସୁପରଷ୍ଟାର ଭାବେ ବିବେଚନା କରାଯାଏ। ପ୍ରଶଂସକମାନେ...

ମିଥୁନଙ୍କୁ ମିଳବ ଦାଦା ସାହେବ ଫାଲକେ ଆଓ୍ବାର୍ଡ

ମୁମ୍ବାଇ,୩୦।୯: ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଭାରତୀୟ ସିନେମାର ଦିଗ୍‌ଜ ଓ ଲୋକପ୍ରିୟ କଳାକାର ଅଟନ୍ତି। ତାଙ୍କୁ ଦାଦା ସାହେବ ଫାଲକେ ସମ୍ମାନ ମିଳିବାକୁ ଯାଉଛି। ଏନେଇ...

‘ସ୍ତ୍ରୀ ୨’ର ରେକର୍ଡ ଭାଙ୍ଗିଲା ‘ଦେବରା ପାର୍ଟ ୧’

ହାଇଦ୍ରାବାଦ: ଜୁନିୟର ଏନ୍‌ଟିଆର୍‌ଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଦେବରା ପାର୍ଟ ୧’ ଶୁକ୍ରବାର ମୁକ୍ତିଲାଭ କରିଛି। ଆରମ୍ଭରୁ ହିଁ ଏହି ଚଳଚ୍ଚିତ୍ରକୁ ଦର୍ଶକ ବେଶ୍‌ ପସନ୍ଦ କରିବାରେ...

ଶାହରୁଖ୍‌ ଶ୍ରେଷ୍ଠ ଅଭିନେତା, ‘ଆନିମଲ୍‌’ ଶ୍ରେଷ୍ଠ ଚଳଚ୍ଚିତ୍ର

ଆବୁଧାବି, ୩୦।୯: ଭାରତୀୟ ଚଳଚ୍ଚିତ୍ର କ୍ଷେତ୍ରରେ ସର୍ବୋତ୍ତମ ପ୍ରତିଭାମାନଙ୍କୁ ସମ୍ମାନିତ କରିବା ପାଇଁ ଶନିବାର ରାତିରେ ଆବୁଧାବିର ୟସ୍‌ ଆଇଲାଣ୍ଡରେ ଇଣ୍ଟରନ୍ୟାଶ୍‌ନାଲ୍‌ ଇଣ୍ଡିଆନ୍‌ ଫିଲ୍ମ ଏକାଡେମୀ(ଆଇଆଇଏଫ୍‌ଏ)...

‘ଗେମ ଚେଞ୍ଜର’ରେ ରାମ ଚରଣଙ୍କ ଧମାକେଦାର ଏଣ୍ଟ୍ରି, ୧୦୦୦ ଡ୍ୟାନ୍ସରଙ୍କ ସହ…

ଚେନ୍ନାଇ: ଆଗାମୀ ଫିଲ୍ମ ‘ଗେମ ଚେଞ୍ଜର’ରେ ସାଉଥ ସୁପରଷ୍ଟାର୍‌ ରାମ ଚରଣଙ୍କ ଏଣ୍ଟ୍ରି ଏକ ଭିନ୍ନ ଢଙ୍ଗରେ ପ୍ରଦର୍ଶିତ ହେବ। ଏହି ମୁଭିରେ ତାଙ୍କର ଏଣ୍ଟ୍ରି...

Featured Video Play Icon

ଅକ୍ଟୋବର ୯ରେ ଭିଲେନ୍: ଶୁଣନ୍ତୁ ଫିଲ୍ମକୁ ନେଇ କ’ଣ କହୁଛନ୍ତି …

ଅକ୍ଟୋବର ୯ରେ ରିଲିଜ ହେବ ଓଡ଼ିଆ ଚଳଚ୍ଚିତ୍ର ଭିଲେନ୍ । ଏହି ଚଳଚ୍ଚିିତ୍ରରେ ନଜର ଆସିବେ ଅଭିନେତା ଅଦେ୍ର୍ଧନ୍ଦୁ ଏବଂ ଅଭିନେତ୍ରୀ ତମ୍ମନା । ତେବେ...

ଦର୍ଶକଙ୍କୁ ଧନ୍ୟବାଦ ଦେଲେ ରାଣୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରାନୀ ମୁଖାର୍ଜୀ ‘ମିସେସ ଚାଟାର୍ଜୀ ଭର୍ସେସ ନରୱେ’ରେ ତାଙ୍କର ଚମତ୍କାର ଅଭିନୟ ସହିତ ତାଙ୍କ ପ୍ରଶଂସକଙ୍କ ହୃଦୟ ଜିତିଥିଲେ। ପ୍ରଶଂସକମାନେ ତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri