ବୁଧବାର ବିଜୁ ପଟ୍ଟନାୟକ ଏୟାରପୋର୍ଟରୁ ଓଡ଼ିଶାରୁ ପ୍ରଥମ ଥର ପାଇଁ ଡ୍ରାଗନ୍ ଫଳ ବିଦେଶକୁ ରପ୍ତାନି କରାଯାଇଛି। ଏହାର ଶୁଭାରମ୍ଭ କରଛନ୍ତି ଉପ ମୂଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ।