Categories: ଜାତୀୟ

ଭାରତରେ ପ୍ରଥମ: ଝିଅରୁ ପୁଅ ହୋଇଥିବା ଯୁବକ କଲେ ବିବାହ

ଇନ୍ଦୋର,୮।୧୨:ଇନ୍ଦୋରରେ ମହିଳାରୁ ପୁରୁଷ ହୋଇଥିବା ଜଣେ ଯୁବକ ବିବାହ କରିଛନ୍ତି। ଦେଶରେ ଏହା ପ୍ରଥମ ଘଟଣା। ସ୍ବତନ୍ତ୍ର ବିବାହ ଅଧିନିୟମ ଅନୁଯାୟୀ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ଏହି ବିବାହ ଅଳକାରୁ ଅସ୍ତିତ୍ୱ ହୋଇଥିବା ଏହି ଆସ୍ତା ନାମକ ଜଣେ ଯୁବତୀଙ୍କୁ ବିବାହ କରିଛନ୍ତି।
ଉଭୟ ପରିବାରର ୨୫ ଜଣ ବ୍ୟକ୍ତି କୋର୍ଟ ବିବାହରେ ଭାଗ ନେଇଥିଲେ। ଗତବର୍ଷ ତାଙ୍କର ୪୭ତମ ଜନ୍ମଦିନରେ, ଅଲକା ଅସ୍ତ୍ରୋପଚାର କରି ମହିଳାରୁ ପୁରୁଷକୁ ଲିଙ୍ଗ ପରିବର୍ତ୍ତନ କରିଥିଲେ। ଏହା ପରେ ସେ ତାଙ୍କ ନାମ ଅସ୍ତିତ୍ୱରେ ବଦଳାଇଥିଲେ।
ଅସ୍ତିତ୍ୱ ତାଙ୍କ ଭଉଣୀଙ୍କ ବନ୍ଧୁଙ୍କୁ ବିବାହ କରିଛନ୍ତି।

Share