ବ୍ରହ୍ମ ମୁହୁର୍ତ୍ତରୁ ଉଠି ପ୍ରାତ ଭ୍ରମଣ ଶରୀର ପାଇଁ ସଞ୍ଜିବନୀ ସଦୃଶ। ସ୍ମାର୍ଟ ସିଟି ଭୁବନେଶ୍ୱରରେ କୋଭିଡ କାୟା ବିସ୍ତାର କରିବା ପରେ ରାଜଧାନୀବାସୀ ସ୍ବାସ୍ଥ୍ୟ ପ୍ରତି ଅଧତ୍କ ଯତ୍ନବାନ ହୋଇଛନ୍ତି। ତେଣୁ ଏକ ସୁସ୍ଥ ଜୀବନ ବଞ୍ଚିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ବ୍ୟାୟମ ଓ ପ୍ରାତଭ୍ରମଣ ନୁଆ ଅଭ୍ୟାସ ଆରମ୍ଭ କରିବା ଅତ୍ୟନ୍ତ ଜରୁରୀ।