ଏକ୍ସରସାଇଜ୍‌ କରୁଥିବା ବେଳେ ଜିମ୍‌ରେ ଫିଟନେସ୍‌ ଇନଫ୍ଲୁଏନସର୍‌ଙ୍କ ମୃତ୍ୟୁ

ବାଲି,୨୨।୭: ଇଣ୍ଡୋନେସିଆର ବାଲିରେ ଜଣେ ଫିଟନେସ୍‌ ଇନଫ୍ଲୁଏନ୍ସଙ୍କର ଜିମ୍‌ରେ ଏକ୍ସରସାଇଜ୍‌ କରିବା ସମୟରେ ମୃତ୍ୟୁ ଘଟିଛି। ୩୩ ବର୍ଷିୟ ଇଣ୍ଡୋନେସିଆର ଫିଟନେସ ଇନଫ୍ଲୁଏନ୍ସର ଜଷ୍ଟିନ ଭିକି ଜିମ୍‌ରେ ୨୧୦କି.ଗ୍ରା.ର ବାରବେଲ ଉଠାଇବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ତାଙ୍କ ବେକ ଭାଙ୍ଗି ଯାଇଥିଲା। ଏବଂ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା।

Share