ଆଠଗଡ଼ ଡିଏସ୍‌ପିଙ୍କ ସମେତ ୫ ପୋଲିସ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ,୨୯।୬: କଟକ ଜିଲାର ବଡ଼ମ୍ବା ଥାନା ଆଇଆଇସି ରବିବାର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାର ଗୋଟିଏ ଦିନ ନ ବିତୁଣୁ ସୋମବାର ଆଠଗଡ଼ ଡିଏସ୍‌ପିଙ୍କ ନମୁନା ପଜିଟିଭ ଆସିଛି। ଏହା ସହ ୫ ପୋଲିସ କର୍ମଚାରୀ ମଧ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, ବଡ଼ମ୍ବା ଆଇଆଇସି କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସମ୍ପୃକ୍ତ ଥାନାକୁ ସିଲ୍‌ କରାଯାଇଥିଲା।

Share