ମୋଦିଙ୍କ ଆମେରିକା ଗସ୍ତ ପୂର୍ବରୁ ହ୍ବାଇଟ୍‌ ହାଉସ୍‌ ବାହାରେ ଏକାଠି ଉଡିଲା ଭାରତ ଓ ଆମେରିକା ପତାକା

ଓ୍ବାଶିଂଟନ୍‌,୧୭।୬: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସ ୨୧ରୁ ୨୪ମଧ୍ୟରେ ଆମେରିକା ଗସ୍ତରେ ଯାଉଛନ୍ତି। ମୋଦିଙ୍କ ଆଗମନ ପାଇଁ ଆମେରିକାରେ ଜୋରଦାର ପ୍ରସ୍ତୁତିି ଆରମ୍ଭ ହୋଇଛି। ମୋଦିଙ୍କ ଗସ୍ତ ପୂର୍ବରୁ ହ୍ବାଇଟ୍‌ ହାଉସ ବାହାରେ ଭାରତ ଓ ଆମେରିକା ପତାକା ଏକାଠି ଲଗାଯାଇଥିବାର ଦେଖିବାକୁ ମିଳିଥିଲା। ଏନେଇ ସେଠାରେ ରହୁଥିବା ପ୍ରବାସୀ ଭାରତୀୟମାନେ ଖୁସି ବ୍ୟକ୍ତ କରିଛନ୍ତି।

 

Share