‘ମାଲକାନଗିରିକୁ ଉଡିବ ବିମାନ’

ଭୁବନେଶ୍ୱର,୧୪।୪(ବ୍ୟୁରୋ): ୪ ଦିନିଆ କୋରାପୁଟ ଓ ମାଲକାନଗିରି ଜିଲା ଗସ୍ତରେ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁୁରେଶ ଚନ୍ଦ୍ର ମହାପାତ୍ର। ଗସ୍ତର ପ୍ରଥମ ଦିନରେ ମାଲକାନଗିରି ଜିଲାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତିି। ତାଙ୍କ ସହ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ଏହି ଗସ୍ତରେ ସ୍ବାଭିମାନ ଓ ମାଲକାନଗିରି ଏୟାର ଷ୍ଟ୍ରିପ, ପାନୀୟ ଜଳ ଓ ରାସ୍ତା ଆଦି ଫୋକସ ରହିଛି। ତେବେ ୨୦୨୪ ମାର୍ଚ୍ଚ ସୁଦ୍ଧା ମାଲକାନଗିରିକୁ ବିମାନ ଉଡିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ଶୁକ୍ରବାର ସ୍ବାଭିମାନ ଅଞ୍ଚଳ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।

Share