ନେପାଳରେ ପ୍ରବଳ ବର୍ଷା ସହ ଭୂସ୍ଖଳନ, ଜଣେ ମୃତ ୨୫ ନିଖୋଜ

କାଠମାଣ୍ଡୁ,୧୮।୬: ନେପାଳର ପୂର୍ବ ଭାଗରେ ବନ୍ୟା ପରିସ୍ଥିତି ଭୟଙ୍କର ରୂପ ନେଇଛି। ପୂର୍ବ ନେପାଳରେ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଅତି କମରେ ୨୫ ନିଖୋଜ ଅଛନ୍ତି । ସୂଚନା ଅନୁଯାୟୀ, ଶନିବାର ସା ଠାରୁ ୨୪ଘଣ୍ଟା ମଧ୍ୟରେ ପୂର୍ବ ନେପାଳର ତିନୋଟି ଜିଲ୍ଲାରେ ଏହି ସବୁ ଘଟଣା ଘଟିଥଲା।

ସୂଚନାଅନୁଯାୟୀ, ସଂଖୁବାସଭା ଜିଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଏହି ଜିଲାରେ ୧୬ ଲୋକ ନିଖୋଜ ଥିବା ସୂଚନା ମିଳିଛି। ଜିଲା ପୋଲିସ କାର୍ଯ୍ୟାଳୟର ମୁଖ୍ୟ ବିରେନ୍ଦ୍ର ଗୋଦର କହିଛନ୍ତି କି ହେବାଖୋଲାରେ ଶନିବାର ସନ୍ଧ୍ୟାରେ ଆସିଥିବା ବନ୍ୟାରେ ସୁପର ହେବାଖୋଲା ଜଳବିଦ୍ୟୁତର ୧୬ କର୍ମଚାରୀ ନିଖୋଜ ହୋଇଯାଇଛନ୍ତି । ଏହାସହ ବନ୍ୟାରେ ୭ଟି ଘର ଭାସିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରପତି ନିର୍ବାଚନ ପାଇଁ ଭାଙ୍ଗିଗଲା ବାହାଘର, ମହିଳା କହିଲେ ଅଜବ କାରଣ

ଓ୍ବାଶିଂଟନ,୬।୧୧: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଆସିବା ଆରମ୍ଭ କରିଛି, ଆମେରିକାର ରାଷ୍ଟ୍ରପତି କିଏ ହେବେ ତାକୁ ସମଗ୍ର ବିଶ୍ୱ ଅପେକ୍ଷା କରିଛି। ଏହି ସମୟରେ...

ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥିର କରୁଥିବା ରାଜ୍ୟରେ କ୍ଲିନ ସ୍ବିପ ଆଡକୁ ବଢୁଛନ୍ତି ଟ୍ରମ୍ପ,ଚିନ୍ତାରେ କମଳା

ଓ୍ବାଶିଂଟନ,୬।୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଆସିବାରେ ଲାଗିଛି। ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଟ୍ରେଣ୍ଡରେ ଡେମୋକ୍ରାଟିକ ପାର୍ଟିର କମଲା ହାରିସଙ୍କଠାରୁ ଆଗରେ ଅଛନ୍ତି।...

କାଉଟିଂ ଭିତରେ ଖବରଦାତାଙ୍କ ଉପରେ ରାଗିଲେ ଟ୍ରମ୍ପ!

ଓ୍ବାଶିଂଟନ,୬।୧୧: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣତି ଚାଲିଛି। ପୂର୍ବତନ ରାଷ୍ଟ୍ରପତିଙ୍କୁ ମଙ୍ଗଳବାର ଫ୍ଲୋରିଡାର ପାଲମ ବିଚରେ ଭୋଟ ଦେବା ପରେ ଦୁଇଥର ଗର୍ଭପାତ ସହ...

ପ୍ରାରମ୍ଭିକ ଟ୍ରେଣ୍ଡ୍‌: ଆଗରେ ଚାଲିଛନ୍ତି ଟ୍ରମ୍ପ, ପଛରେ ପଡ଼ିଲେ କମଲା ହାରିସ୍‌

ଓ୍ବାଶିଂଟନ୍‌,୬।୧୧: ଯୁକ୍ତରାଷ୍ଟ୍ର ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି। ଏବେ ନିର୍ବାଚନ ଫଳାଫଳ ସାମ୍ନାକୁ ଆସୁଛି। ଏପର୍ଯ୍ୟନ୍ତ ପ୍ରକାଶିତ ଫଳାଫଳରେ ରିପବ୍ଲିକାନ ପ୍ରାର୍ଥୀ...

ଉତ୍ତରପ୍ରଦେଶରେ ଜିତିଥିବା ବ୍ୟକ୍ତି ହେବେ ଆମେରିକାର ରାଷ୍ଟ୍ରପତି, ଜାଣନ୍ତୁ କିପରି…

ଓ୍ବାଶିଂଟନ୍‌,୬।୧୧: ଯେତେବେଳେ ବି ଭାରତରେ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହୁଏ, ଅଧିକାଂଶ ଲୋକଙ୍କ ଆଖି ଉତ୍ତରପ୍ରଦେଶ ଉପରେ ଥାଏ। ଏହାର କାରଣ ହେଉଛି ଏହି...

ଟ୍ରମ୍ପ ଜିତନ୍ତୁ କିମ୍ବା ହାରିସ୍‌, ଭାରତ-ଆମେରିକା ସମ୍ପର୍କକୁ ନେଇ ଜୟଶଙ୍କର କହିଲେ…

ନୂଆଦିଲ୍ଲୀ,୬।୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଯାହା ହେଉନା କାହିଁକି ଭାରତ ଏବଂ ଆମେରିକା ମଧ୍ୟରେ ନିରନ୍ତର ଅଗ୍ରଗତି ହେବ। ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌....

ଯଦି କମଲା ହାରିସ୍‌ ରାଷ୍ଟ୍ରପତି ହୁଅନ୍ତି, ତେବେ ଘଟିବ ଏମିତି, ଯାହା ୨୩୫ ବର୍ଷର ଇତିହାସରେ କେବେ ହୋଇନାହିଁ

ଓ୍ବାଶିଂଟନ୍‌,୬।୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ କିଏ ଜିତିବ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ଉଭୟ ଡୋନାଲ୍ଡ ଟ୍ରମ୍ପ ଏବଂ କମଲା ହାରିସ୍‌ ବିଜୟ ଦାବି କରୁଛନ୍ତି।...

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ କମଲାଙ୍କ କମବ୍ୟାକ, ନ୍ୟୁୟର୍କରେ ଜିତିଲେ

ଓ୍ବାଶିଂଟନ,୬।୧୧: ନଭେମ୍ବର ୫ରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଆସିବା ଆରମ୍ଭ ହୋଇଛି। ପ୍ରାରମ୍ଭିକ ଧାରାରେ, ରିପବ୍ଲିକାନ ପାର୍ଟିର ଡୋନାଲ୍ଡ ଟ୍ରମ୍ପ ୧୭୮ରୁ ଅଧିକ ଆସନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri