Categories: ଖେଳ

ଫ୍ଲଏଡ୍‌ ପିଣ୍ଟୋ ଓଡ଼ିଶା ଏଫ୍‌ସିର ସହକାରୀ କୋଚ୍‌

ଭୁବନେଶ୍ୱର, ୧।୭: ଓଡ଼ିଶା ଏଫ୍‌ସି ଫ୍ଲଏଡ୍‌ ପିଣ୍ଟୋଙ୍କୁ ସିନିୟର ପୁରୁଷ ଦଳର ସହକାରୀ କୋଚ୍‌ ଭାବେ ନିଯୁକ୍ତି ଦେଇଛି। ଏଥିପାଇଁ ୨ ବର୍ଷିଆ ଚୁକ୍ତି ହୋଇଥିବା ଇଣ୍ଡିଆନ ସୁପର ଲିଗ୍‌ (ଆଇଏସଏଲ୍‌)ର ଏହି ଫ୍ରାଞ୍ଚାଇଜ ତରଫରୁ ସୂଚନା ଦିଆଯାଇଛି। ପିଣ୍ଟୋଙ୍କ କୋଚିଂ କ୍ୟାରିୟର କେଙ୍କ୍ରେ ଏଫ୍‌ସି ସହ ଆରମ୍ଭ ହୋଇଥିଲା।

Share