Categories: Video

୨୦ ଦିନ ପାଇଁ ଅଛି ଖାଦ୍ୟ

ରାଜ୍ୟରେ ଏବେ କରୋନା ସ୍ଥିତି ଭୟଙ୍କର ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସାରା ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି । ଆସନ୍ତା ମେ ୫ ରୁ ମେ ୧୯ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଯେତେବେଳେ ଲକଡାଉନ କଥା ଉଠେ ଲୋକଙ୍କ ଭିତରେ ଟିକେ ଡର ରୁହେ ଖାଦ୍ୟ ସାମଗ୍ରୀକୁ ନେଇ ।