Categories: Video

Football is my passion: Shubham Sarangi | ଫୁଟବଲ ମୋ ପ୍ୟାଶନ- ଶୁଭମ୍ ଷଡ଼ଙ୍ଗୀ

ଧରିତ୍ରୀ ଲାଇଭକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇଛନ୍ତି ଓଡ଼ିଆ ଫୁଟବଲ୍ ଖେଳାଳୀ ଶୁଭମ୍ ଷଡ଼ଙ୍ଗୀ । ୨୦୧୩ରୁ ପ୍ରଥମେ ଖେଳରେ କ୍ୟାରିଅର ଆରମ୍ଭ କରିଥିବା ଶୁଭମ୍ ଏବେ ୨୦୧୭-୨୦ ସିଜନ ପାଇଁ ଓଡ଼ିଶା ଏଫସି ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି । ତେବେ ତାଙ୍କ ବିଷୟରେ ଅଧିକ କିଛି ଜାଣିବା ଏହି ଭିଡ଼ିଓରେ …