Categories: ଜାତୀୟ

ସେନାରେ ପୋଲିସରେ ପ୍ରଥମ ଥର ଲାଗି ଭର୍ତ୍ତି ହେବେ ମହିଳା

ନୂଆଦିଲ୍ଲୀ,୨୫।୪: ଭାରତୀୟ ବାୟୁସେନାରେ ସାମିଲ ହେବାପାଇଁ ଯେଉଁ ମହିଳାମାନେ ସ୍ବପ୍ନ ଦେଖୁଥିଲେ ସେମାନଙ୍କ ପାଇଁ ଆସିଛି ଖୁସି ଖବର। ଏଥିପାଇଁ ମହିଳାମାନେ ଅନ୍‌ ଲାଇନ୍‌ ଆବେଦନ କରିପାରିବେ। ଗୁରୁବାରଠାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି। ସେନାମୁଖ୍ୟ ଭାବେ ବିପିନ ରାଓ୍ବତ ଯୋଗଦେବା ପରେ ମହିଳାଙ୍କୁ ସେନା ପୋଲିସରରେ ସାମିଲ ହେବା ପ୍ରକ୍ରିୟା ଆରମ୍ଭ କରିବା କଥା ଉଠାଇଥିଲେ। ପରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏଥିପାଇଁ ମଞ୍ଜୁରୀ ମିଳିଥିଲା।

Share