Posted inଖେଳ

ଏହି ପୂର୍ବତନ କ୍ରିକେଟ ଅଧିନାୟକ ହେଲେ ଦୋଷୀ ସାବ୍ୟସ୍ତ

କାଠମାଣ୍ଡୁ, ୩୦ା୧୨ ଜଣେ ନାବାଳିକାକୁ ବଳାତ୍କାର କରିଥିବା ଅଭିଯୋଗରେ ନେପାଳର ପୂର୍ବତନ କ୍ରିକେଟ ଅଧିନାୟକ ସନ୍ଦୀପ ଲାମିଚାନେଙ୍କୁ ଏକ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଗତବର୍ଷ ଅଗଷ୍ଟରେ କାଠମାଣ୍ଡୁସ୍ଥିତ ଏକ ହୋଟେଲ ରୁମ୍‌ରେ ଜଣେ ୧୭ ବର୍ଷୀୟା ବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହେବାପରେ କ୍ରିକେଟର ଜଣକ ଗିରଫ ହୋଇଥିଲେ। ଗତ ଜାନୁୟାରୀରେ ନେପାଳ କୋର୍ଟ ତାଙ୍କୁ ରିଲିଜ କରିଥିଲା। ୨୩ ବର୍ଷୀୟ ଲାମିଚାନେ ହେଉଛନ୍ତି ନେପାଳର ସବୁଠାରୁ ବଡ଼ ହାଇପ୍ରୋଫାଇଲ କ୍ରିକେଟର। ନେପାଳର ପ୍ରଥମ କ୍ରିକେଟର ଭାବେ ସେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳିଛନ୍ତି। ୨୦୧୮ରେ ସେ ଦିଲ୍ଲୀ କ୍ୟାପିଟାଲ୍ସ ତରଫରୁ ଖେଳିଥିଲେ। କେବଳ ଆଇପିଏଲ୍‌ ନୁହେଁ ସେ ବିଶ୍ୱବ୍ୟାପୀ ଅନ୍ୟ ଟି୨୦ ଲିଗ୍‌ ଯଥା ଅଷ୍ଟ୍ରେଲିଆରେ ବିଗ୍‌ ବାଶ୍‌ ଲିଗ୍‌ (ବିବିଏଲ୍‌), ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ଓ କାରିବିୟନ ପ୍ରିମିୟର ଲିଗ୍‌ (ସିପିଏଲ୍‌)ରେ ମଧ୍ୟ ଖେଳିଛନ୍ତି। ଜଜ୍‌ ଶିଶିର ରାଜ ଧକାଲଙ୍କୁ ନେଇ ଗଠିତ ଜଣିକିଆ ଖଣ୍ଡପୀଠ ଦ୍ୱାରା ରବିବାରଠାରୁ ଆରମ୍ଭ ହୋଇଥିବା ଏହି ମାମଲାର ଶୁଣାଣି ଶୁକ୍ରବାର ଶେଷ ହୋଇଛି। କାଠମାଣ୍ଡୁ ଜିଲା କୋର୍ଟ ଶୁକ୍ରବାର ବଳାତ୍କାର ମାମଲାରେ ଲାମିଚାନେଙ୍କୁ ଦୋଷୀ ସାବ୍ୟସ୍ତ କରିଛି। ତାଙ୍କୁ କେତେବର୍ଷ ଜେଲ ଦଣ୍ଡ ହେବ ତାହା ପରବର୍ତ୍ତୀ ଶୁଣାଣିରେ ସ୍ଥିର ହେବ। ଲାମିଚାନେ ବର୍ତ୍ତମାନ ଜାମିନରେ ଅଛନ୍ତି। ପାଟାନ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି କ୍ରିକେଟର ଜଣକ ଖଲାସ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨୦୦ ଉଇକେଟ କ୍ଲବରେ ହାର୍ଦ୍ଦିକ

ଦୁବାଇ,୨୩ା୨: ଭାରତୀୟ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ରବିବାର ଅନ୍ତର୍ଜାତୀୟ କ୍ୟାରିୟରରେ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ଛୁଇଁଛନ୍ତି। ପାକିସ୍ତାନ ବିପକ୍ଷ ଚାମ୍ପିୟନ୍ସ ଟ୍ରଫି ମ୍ୟାଚ୍‌ରେ ସେ ୨...

ICC Champions Trophy : ଦୁବାଇରେ ପାକିସ୍ତାନକୁ ହରାଇଲା ଭାରତ

ଦୁବାଇ, ୨୩।୨: ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଭାରତ ଦମ୍‌ଦାର ପ୍ରଦର୍ଶନ କରିଛି। ବିରାଟ କୋହଲିଙ୍କ ଚମତ୍କାର ଅପରାଜିତ ଶତକ ବଳରେ ଭାରତ ଆଇସିସି ଚାମ୍ପିୟନ୍ସ...

IND vs PAK: ଭାବି ଆସିଥିଲେ ଦୁବାଇ…ପାଣ୍ଡ୍ୟାଙ୍କ ମ୍ୟାଚ୍‌ ଦେଖିବାକୁ ଆସିଥିଲେ ଗାର୍ଲପ୍ରେଣ୍ଡ, ଫଟୋ ଭାଇରାଲ

ଦୁବାଇ,୨୩।୨: ଭାରତ-ପାକିସ୍ତାନ ମଧ୍ୟରେ ଚାଲିଛି ବିଗ ଫାଇଟ ଖେଳାଯାଉଛି । ଏହି ହାଇଭୋଲଟେଜ ମ୍ୟାଚକୁ ଉପଭୋଗ କରିବା ପାଇଁ ଲୋକପ୍ରିୟ କଳାକାର, ରାଜନେତାମାନେ ଷ୍ଟାଡିୟମରେ ପହଞ୍ଚିଛନ୍ତି।...

IND vs PAK: ବଡ଼ ଅଫର୍‌ ଦେଲା ପାକ୍‌, ଭାରତକୁ ହରାଇଲେ ଖେଳାଳିଙ୍କୁ ମିଳିବ ୧କୋଟି ଟଙ୍କା

କରାଚୀ,୨୩।୨: ଦୁବାଇର ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଟିମ ଇଣ୍ଡିଆ ଏବଂ ଆୟୋଜକ ପାକିସ୍ତାନ IND vs PAK:  ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ ମ୍ୟାଚ ଚାଲିଛି।...

IND vs PAK: ୧୪,୦୦୦ ରନ୍‌ ପୂରଣ କଲେ କୋହଲି

ଦୁବାଇ,୨୩।୨: ପାକିସ୍ତାନ ବିପକ୍ଷ ଆଇସିସି ଚାମ୍ପିୟନ୍ସ ଟ୍ରଫି ମ୍ୟାଚ୍‌ରେ ଭାରତୀୟ ଦଳର ତାରକା ବ୍ୟାଟର ବିରାଟ କୋହଲି ଏକାଧିକ ବ୍ୟକ୍ତିଗତ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ...

ପାକିସ୍ତାନରେ ଭାରତ ନ ଖେଳିବାରୁ ଦୁଃଖ ପ୍ରକାଶ କଲା Pakistan

କରାଚୀ,୨୩ା୨: ଭାରତୀୟ ଦଳ ତା’ର ଚାମ୍ପିୟନ୍ସ ଟ୍ରଫି ମ୍ୟାଚ ପାକିସ୍ତାନରେ ନ ଖେଳି ନିରପେକ୍ଷ ଭେନ୍ୟୁରେ ଖେଳିବା ନିଷ୍ପତ୍ତିକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)...

ଭାରତ ଆଗରେ ୨୪୨ ରନ୍‌ର ବିଜୟ ଟାର୍ଗେଟ

ଦୁବାଇ,୨୩।୨: ଚାମ୍ପିୟନ୍ସ ଟ୍ରଫି ୨୦୨୫ର ପଞ୍ଚମ ମ୍ୟାଚ୍‌ ଦୁବାଇ ଆନ୍ତର୍ଜାତିକ କ୍ରିକେଟ ଷ୍ଟାଡିୟମରେ ରବିବାର ଭାରତ-ପାକିସ୍ତାନ ମହାମୁକାବିଲାରେ ଟସ୍‌ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି...

OMG! ୪୩ ବର୍ଷ ବୟସରେ ଯୁବରାଜ ସିଂଙ୍କ ଫିଟନେସ ଦେଖି ପ୍ରଶଂସା କଲେ ସଚିନ

ନୂଆଦିଲ୍ଲୀ,୨୩।୨: ୨୨ ଫେବୃଆରୀ, ୨୦୨୫ରେ ଅନ୍ତର୍ଜାତୀୟ ମାଷ୍ଟର୍ସ ଲିଗ ଟି-୨୦ ୨୦୨୫ର ଉଦଘାଟନୀ ମ୍ୟାଚରେ ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂହ ଏକ ଚମତ୍କାର କ୍ୟାଚ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image