ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌତାଲା କରୋନା ସଂକ୍ରମିତ

ସିରସା,୩ ।୧୨: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଇଣ୍ଡିଆନ୍ ନ୍ୟାଶନାଲ ଲୋକଦଳର ମୁଖ୍ୟ ଓମ ପ୍ରକାଶ ଚୌତାଲା କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ବୁଧବାର ତାଙ୍କ କୋଭିଡ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା । ଏବେ ତାଙ୍କୁ ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଲାଗି ଭର୍ତ୍ତି କରାଯାଇଛି । ଡାକ୍ତରଙ୍କ ସୂଚନା ଅନୁଯାୟୀ, ତାଙ୍କ ନିକଟରେ କରୋନାର ବିଶେଷ ଲକ୍ଷଣ ଦେଖା ଯାଇ ନ ଥିବା ବେଳେ ନିଶ୍ୱାସ ନେବାରେ କିନ୍ତୁ ସେ କଷ୍ଟ ଅନୁଭବ କରୁଛନ୍ତି । ଏବେ ତାଙ୍କୁ ଆଇସୋଲେଶନରେ ରଖାଯାଇଛି । ଏକ ବିଶେଷ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଛନ୍ତି । ବୟସ ଅଧିକ କାରଣରୁ ଦିନେ ଦୁଇ ଦିନ ମଧ୍ୟରେ ତାଙ୍କର ଆହୁରି କିଛି ଟେଷ୍ଟ କରାଯିବ ବୋଲି ଡାକ୍ତର କହିଛନ୍ତି ।

 


Enter your email to get our daily news in your inbox.

All Right Reserved By Dharitri.Com

Global Terrorism Index 2025 ଜାରି: ଜାଣନ୍ତୁ କେଉଁ ଦେଶ କେଉଁ ସ୍ଥାନରେ…

ନୂଆଦିଲ୍ଲୀ,୬।୩: ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଇକୋନୋମିକ୍ସ ଆଣ୍ଡ୍‌ ପିସ୍‌ (ଆଇଇପି) ପକ୍ଷରୁ ବିଶ୍ୱ ଆତଙ୍କବାଦ ସୂଚକାଙ୍କ (ଜିଟିଆଇ), ୨୦୨୫ ଜାରି କରାଯାଇଛି। ଏଥିରେ ପାକିସ୍ତାନ ଦ୍ୱିତୀୟ ସ୍ଥାନରେ...

ଜେଲରୁ ବାହାରିଲେ ଅଲିମ୍ପିକ ପଦକ ବିଜେତା ସୁଶୀଲ ଧନଖର

ନୂଆଦିଲ୍ଲୀ,୬।୩: ଅଲିମ୍ପିକ ପଦକ ବିଜେତା କୁସ୍ତିଯୋଦ୍ଧା ସୁଶୀଲ ଧନଖର ଏବେ ତିହାର ଜେଲରୁ ମୁକ୍ତ ହୋଇଛନ୍ତି। ଜୁନିଅର ରେସଲର ସାଗର ଧନଖର ହତ୍ୟା ମାମଲାରେ ଦିଲ୍ଲୀ...

ଲଣ୍ଡନରେ ଜୟଶଙ୍କରଙ୍କ କାର୍‌ ଆଗରେ ଖଲିସ୍ତାନବାଦୀଙ୍କ ପ୍ରତିବାଦ,ଭାରତ କଲା ନିନ୍ଦା

ଲଣ୍ଡନ/ନୂଆଦିଲ୍ଲୀ,୬।୩ : ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ବ୍ରିଟେନ ଗସ୍ତ ବେଳେ ସୁରକ୍ଷାରେ ତ୍ରୁଟିକୁ ଭାରତ ଦୃଢ଼ ନିନ୍ଦା କରିଛି। ବୁଧବାର ଲଣ୍ଡନର ଚାଥାମ ହାଉସ୍‌ରେ...

ହୋଲି ଉତ୍ସବ ପାଇଁ ଅନୁମତି ଦେଲାନି କଲେଜ, ପ୍ରଧାନମନ୍ତ୍ରୀଙ୍କୁ ଜଣାଇବାକୁ ଛାତ୍ରୀଛାତ୍ର ଦେଲେ ଧମକ

ନୂଆଦିଲ୍ଲୀ,୬।୩: ଆଲିଗଡ଼ ମୁସ୍‌ଲିମ୍‌ ୟୁନିଭର୍ସିଟି (ଏଏମ୍‌ୟୁ) ପରିସରରେ ହୋଲି ମିଳନ ଉତ୍ସବ ପାଳନ ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଅନୁମତି ନ ଦେବାରୁ ବିବାଦ ସୃଷ୍ଟି ହୋଇଛି।...

ଲାହୋରରେ ଭଗବାନ ରାମଙ୍କ ପୁତ୍ର ଲବଙ୍କ ସମାଧିରେ ପ୍ରାର୍ଥନା କଲେ ରାଜୀବ ଶୁକ୍ଳା; ଫଟୋ ସେୟାର କଲେ

ନୂଆଦିଲ୍ଲୀ,୬।୩: ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା, ଯିଏ ବର୍ତ୍ତମାନ ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ପାକିସ୍ତାନ ଗସ୍ତରେ ଅଛନ୍ତି। ଏହି ସମୟରେ ସେ ଲାହୋରର ଏକ...

“ବଢୁଥିବା ଦୁର୍ଘଟଣା ପଛରେ ତ୍ରୁଟିପୂର୍ଣ୍ଣ ରାସ୍ତା ଡିଜାଇନ୍, ଦାୟିତ୍ୱହୀନତା ଦାୟୀ”: ନୀତିନ ଗଡକରୀ

ନୂଆଦିଲ୍ଲୀ,୬ା୩: କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଗୁରୁବାର ଦେଶରେ ସଡ଼କ ଦୁର୍ଘଟଣା ଏବଂ ମୃତ୍ୟୁ ବୃଦ୍ଧି ପାଇଁ ତ୍ରୁଟିପୂର୍ଣ୍ଣ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (DPR) ଏବଂ...

ମା’ ହେବେ କୁସ୍ତି ଯୋଦ୍ଧା ଭିନେଶ ଫୋଗଟ: କହିଲେ ଆରମ୍ଭ ହେଲା-‘ନୂଆ କାହାଣୀ’

ନୂଆଦିଲ୍ଲୀ,୬ା୩: ଭାରତୀୟ କୁସ୍ତି ଯୋଦ୍ଧା ଭିନେଶ ଫୋଗଟ ଗୁରୁବାର ସ୍ୱାମୀ ସୋମବୀର ରାଠିଙ୍କ ସହ ପ୍ରେଗ୍ନେନ୍ସି ଘୋଷଣା କରିଛନ୍ତି। ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ପରେ କୁସ୍ତିରୁ...

ଏଲନ ମସ୍କଙ୍କ ଟେସଲା ଭାରତରେ ସଫଳ ହୋଇପାରିବ ନାହିଁ: ସଜ୍ଜନ ଜିନ୍ଦଲ

ନୂଆଦିଲ୍ଲୀ,୬ା୩: ଜିନ୍ଦଲ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ସଜ୍ଜନ ଜିନ୍ଦଲ କହିଛନ୍ତି ଏଲୋନ ମସ୍କ ଭାରତରେ ସଫଳ ହୋଇପାରିବେ ନାହିଁ। ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସଜ୍ଜନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image