Posted inଜାତୀୟ

ଆୟଠୁ ଅଧିକ ସମ୍ପତ୍ତି ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂଙ୍କୁ ପୁଣି ପଚରାଉଚରା କରିବ ଭିଜିଲାନ୍ସ

ଚଣ୍ଡିଗଡ,୧୦।୬: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଚରଣଜିତ୍‌ ସିଂ ଚନ୍ନିଙ୍କୁ ଭିଜିଲାନ୍ସ ପୁଣି ପଚରାଉଚରା କରିବ ବୋଲି ଜଣାପଡିଛି। ସୂଚନାନୁସାରେ, ପଞ୍ଜାବ ଭିଜିଲାନ୍ସ ଚନ୍ନିଙ୍କୁ ପଚରାଉଚରା କରିବା ପାଇଁ ଜୁନ ୧୩ରେ ଡକାଇଛି। ଆୟଠୁ ଅଧିକ ସମ୍ପତ୍ତି ମାମଲାରେ ଭିଜିଲାନ୍ସ ବିଭାଗ ତାଙ୍କୁ ପଚରାଉଚରା କରିବ। ଏଥିସହ ଚନ୍ନିଙ୍କୁ ତାଙ୍କର ସମସ୍ତ ଅତିରିକ୍ତ କାଗଜପତ୍ର ମଧ୍ୟ ଆଣିବାକୁ କୁହାଯାଇଛି।ସୂଚନାଯୋଗ୍ୟ, ଭିଜିଲାନ୍ସ ପୂର୍ବରୁ ଏହି ପ୍ରସଙ୍ଗରେ ଚନ୍ନିଙ୍କୁ ପଚରାଉଚରା କରିସାରିଛି।

ଏହି ସମୟରେ ପଞ୍ଜାବର ଚରଣଜିତ ସିଂ ତାଙ୍କ ସମ୍ପତ୍ତି ଏବଂ ଅନ୍ୟାନ୍ୟ ରେକର୍ଡ ସମ୍ପର୍କରେ ଯାଞ୍ଚ ଟିମ୍‌କୁ ସୂଚନା ଦେଇଥିଲେ। ଏହାପୂର୍ବରୁ ପଞ୍ଜାବ ସରକାର ଚରଣଜିତ ସିଂଙ୍କୁ ଲୁକ୍‌ଆଉଟ ନୋଟିସ ମଧ୍ୟ ଜାରି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲଙ୍କ ଭଣଜା ରେହନା ଭଦ୍ରା ରାଜନୀତିରେ କରିବେ କି ଏଣ୍ଟ୍ରି, ମିଳିଲା ସଙ୍କେତ!

ନୂଆଦିଲ୍ଲୀ,୨।୧୧: କଂଗ୍ରେସ ଏମପି ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଏକ୍ସ’ରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ରାହୁଲ ‘୧୦...

ଲେହରେ ଆନାଲୋଗ୍‌ ସ୍ପେସ୍‌ ମିଶନ ଆରମ୍ଭ

ନୂଆଦିଲ୍ଲୀ,୨ା୧୧: ଭାରତର ପ୍ରଥମ ଆନାଲୋଗ୍‌ ସ୍ପେସ୍‌ ମିଶନ ଶୁକ୍ରବାର ଲଦାଖର ଲେହଠାରେ ଆରମ୍ଭ ହୋଇଛି। ମହାକାଶ କେନ୍ଦ୍ର ଅନୁରୂପ ଏହି ମିଶନ ପୃଥିବୀ ବାହାରେ ବେସ୍‌...

ପୁଣି ଆଖି ଦେଖାଇଲା କାନାଡା, ଶତ୍ରୁ ଦେଶ ତାଲିକାରେ ଭାରତକୁ ରଖିଲା

ନୂଆଦିଲ୍ଲୀ,୧।୧୧: ସୁଧୁରୁନି କାନାଡା। କ୍ଷମା ମାଗିବା ପରେ ବି ଭାରତକୁ ତର ଦେଖାଇଛି କାନାଡା। ଏବେ ଭାରତକୁ ଶତ୍ରୁ ଦେଶ ତାଲିକାରେ ରଖିଛି କାନାଡା। କାନାଡାର...

ଚଳିତ ଶୀତ ଅଧିବେଶନରେ ପୁଣି ପୁରୁଣା ସଂସଦରେ ବସିବେ ଏମପି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧।୧୧: ସଂସଦର ଶୀତ ଅଧିବେଶନ ଚଳିତ ମାସରେ ଆରମ୍ଭ ହୋଇପାରେ । ଏହି ଅଧିବେଶନ ନଭେମ୍ବର ୨୫ରୁ ଡିସେମ୍ବର ୨୦ ଯାଏ ଚାଲିପାରେ । ଏକ...

ଗୁଗୁଲ ଉପରେ ଲାଗିଲା ୨୦, ୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦ ଡଲାରର ଜରିମାନା, ନମାନିଲେ ପ୍ରତିଦିନ ବଢିବ…

ନୂଆଦିଲ୍ଲୀ,୧।୧୧: ସର୍ଚ୍ଚ ଇଞ୍ଜିନ ଗୁଗୁଲ ଉପରେ ଲାଗିଛି ୨୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦ ଡଲାରର ଜରିମାନା। ଏହା ୨୦ ଡିସିଲିୟନ ଡଲାର ସହ ସମାନ। ଋଷିଆ ପକ୍ଷରୁ ଗୁଗଲ ଉପରେ...

ମୁଁ ଲାଲୁଙ୍କ ସହ ଯିବାକୁ ପ୍ରସ୍ତୁତ ଅଛି, ଯଦି ସେ…, ଖୋଲା ଅଫର ଦେଲେ ପ୍ରଶାନ୍ତ କିଶୋର

ପାଟନା,୧।୧୧: ଜନ ସୁରାଜ ପାର୍ଟି ନେତା ପ୍ରଶାନ୍ତ କିଶୋର ବେଲାଗଞ୍ଜ ବିଧାନସଭାର ବିଭିନ୍ନ ସ୍ଥାନରେ ସାଧାରଣ ସଭା ମାଧ୍ୟମରେ ପ୍ରଚାର କରିଥିଲେ। ଏହି ସମୟରେ ସେ...

ଦୀପାବଳିରେ କୋଟିପତିଙ୍କୁ ଲାଗିଲା କୋଟି କୋଟି ଟଙ୍କାର ଝଟ୍‌କା, ଆଦାନୀ-ଅମ୍ବାନୀଙ୍କ ସହ କମିଲା ମସ୍କଙ୍କ ସମ୍ପତ୍ତି

ନୂଆଦିଲ୍ଲୀ,୧।୧୧: ଭାରତରେ ଲୋକେ ଯେବେ ଗୁରୁବାର ରାତିରେ ଦୀପାବଳି ପାଳନ କରୁଥିଲେ ସେତେବେଳେ ଆମେରିକା ସେୟାର ମାର୍କେଟରେ ହ୍ରାସର ଝଡ଼ ସୃଷ୍ଟି ହୋଇଛି। ଫଳରେ ଡାଉଜୋନ୍ସ...

ନଭେମ୍ବରରେ ଅବସର ନେବେ ସିଜେଆଇ ଚନ୍ଦ୍ରଚୁଡ, ଯିବା ସମୟରେ ଶୁଣାଇବେ ୫ ବଡ ନିଷ୍ପତ୍ତି

ନୂଆଦିଲ୍ଲୀ,୧।୧୧: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡିଓ୍ବାଇ ଚନ୍ଦ୍ରଚୁଡ ୧୦ ନଭେମ୍ବରରେ ଅବସର ନେଉଛନ୍ତି। ତାଙ୍କର କାର୍ଯ୍ୟକାଳ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପାଇଁ ସ୍ମରଣୀୟ ହେବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri