ସୋନମ କପୁର ସ୍ବାମୀଙ୍କ ସମ୍ପତ୍ତି ଜାଣିଲେ…

ବଲିଉଡ୍‌ରେ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ସେମାନଙ୍କ ଜୀବନସାଥୀ ଫିଲ୍ମ ଇଣ୍ଡଷ୍ଟ୍ରି ବାହାରେ ବାଛିଛନ୍ତି। ଆଉ ସେମାନଙ୍କ ସ୍ବାମୀ କୋଟିକୋଟି ଟଙ୍କର ମାଲିକ । ସେମାନଙ୍କ ମଧ୍ୟରୁ ସୋନମ କପୁର ଅନ୍ୟତମ।
ତେବେ ଜାଣନ୍ତୁ ସୋନମଙ୍କ ସ୍ବାମୀ କ’ଣ କରନ୍ତି। ତାଙ୍କର ସମ୍ପତ୍ତି ସମ୍ପର୍କରେ…
ଅନୀଲ କପୁରଙ୍କ ଝିଅ ସୋନମ ଜଣେ ସଫଳ ବଲିଉଡ ଅଭିନେତ୍ରୀ। ସୋନମ କପୁର ଆନନ୍ଦ ଅହୁଜାଙ୍କୁ ବିବାହ କରିଛନ୍ତି। ଏହି ଦମ୍ପତି ୨୦୧୮ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଆନନ୍ଦ ଅହୁଜା ଭେଜ ନନଭେଜ ଏବଂ ଭାନେ ଭଳି ଅନେକ କମ୍ପାନୀର ପ୍ରତିଷ୍ଠାତା । ରିପୋର୍ଟ ଅନୁଯାୟୀ, ଆନନ୍ଦ ଅହୁଜାଙ୍କ ନିଟ୍‌ ମୂଲ୍ୟ ପ୍ରାୟ ୬୫୦ ମିଲିୟନ ଅର୍ଥାତ ୪୭୩୩ କୋଟି ଅଟେ।

Share