ଗରିବଙ୍କୁ ଏମ୍ସରେ ମାଗଣା ଇକ୍‌ମୋ ଚିକିତ୍ସା

ଭୁବନେଶ୍ୱର,୨୧ା୮(ବ୍ୟୁରୋ): ଏଣିକି ଗରିବ ଲୋକଙ୍କୁ ଭୁବନେଶ୍ୱର ଏମ୍ସରେ ମାଗଣା ଇକ୍‌ମୋ ଚିକିତ୍ସା ଯୋଗାଇ ଦିଆଯିବ। ରାଶନକାର୍ଡ ଧାରୀ ଏବଂ ଗରିବ ଲୋକମାନଙ୍କୁ ମାଗଣାରେ ଏହି ଚିକିତ୍ସା ଯୋଗାଇ ଦିଆଯିବ। ଏନେଇ ଭୁବନେଶ୍ୱର ଏମ୍ସ ଅଧୀକ୍ଷକ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଏମ୍ସ ହସ୍ପିଟାଲରେ ଜୁଲାଇ ୧୫ରୁ ଇକ୍‌ମୋ ମେଶିନ କାର୍ଯ୍ୟକ୍ଷମ ହୋଇଛି।

Share