ୱାଣ୍ଡର୍ଲା ଭୁବନେଶ୍ୱରର ଫ୍ରିଡମ୍‌ ମନ୍ଥ୍‌ ଅଫର୍‌

ଭୁବନେଶ୍ୱର,୧୩।୮: ଭାରତର ସର୍ବବୃହତ୍‌ ଆମ୍ୟୁଜମେଣ୍ଟ ପାର୍କ ଚେନ୍‌ ‘ୱାଣ୍ଡର୍ଲା ହଲିଡେଜ୍‌’ର ବହୁ ପ୍ରତୀକ୍ଷିତ ଫ୍ରିଡମ୍‌ ମନ୍ଥ୍‌ ଅଫର୍‌ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୱାଣ୍ଡର୍ଲାର ଭୁବନେଶ୍ୱରସ୍ଥିତ ପାର୍କରେ ନିକଟରେ ଆରମ୍ଭ ହୋଇଥିବା ଇଣ୍ଡିପେଣ୍ଡେନ୍ସ ଡେ’ସେଲିବ୍ରେଶନ ପାଇଁ ଏକ ସ୍ବତନ୍ତ୍ର ଫ୍ରିଡମ ପାସ୍‌ର ମଧ୍ୟ ଉନ୍ମୋଚନ କରାଯାଇଛି। ସେହିଭଳି ଗ୍ରାହକ ବର୍ତ୍ତମାନ ଅନଲାଇନ ବୁକ୍‌ କରିବା ସମୟରେ ଏକ ସ୍ବତନ୍ତ୍ର ‘ବାୟ ୨ ଗେଟ୍‌ ୧ ଫ୍ରି’ ଟିକେଟ ଅଫରର ସୁବିଧା ଉପଭୋଗ କରିପାରିବେ। ଏହି ସୀମିତ ଅବଧି ଅଫର୍‌ ଚଳିତ ଅଗଷ୍ଟ ୩୧ ପର୍ଯ୍ୟନ୍ତ ପରିଦର୍ଶନ ପାଇଁ ଉପଲବ୍ଧ ରହିଛି। ଏହାର ଟିକେଟଗୁଡିକୁ ଉଭୟ ଅନ୍‌ଲାଇନ ଓ ଅଫ୍‌ଲାଇନରେ ବୁକ୍‌ କରାଯାଇପାରିବ। ସେହିପରି ସ୍ବାଧୀନତା ଦିବସ ପାଳନରେ ମଧ୍ୟ ୱାଣ୍ଡର୍ଲା ଏହି ଗୁରୁତ୍ୱପୂର୍ଣ୍ଣ ଅବସରକୁ ଚିହ୍ନିତ କରିବା ପାଇଁ ସ୍ବତନ୍ତ୍ର ଅଫରିଙ୍ଗ୍‌ଗୁଡିକର ଏକ ସିରିଜ ଘୋଷଣା କରି ଉତ୍ସାହିତ ଅଛି। ଅପରପକ୍ଷରେ ପାର୍କ ରେଷ୍ଟୁରାଣ୍ଟଗୁଡିକର ଏକ ଟ୍ରାଇ-କଲର ଥିମ୍‌ର ମେନ୍ୟୁ ରହିବ, ଯେଉଁଥିରେ ଦେଶବ୍ୟାପୀ ସ୍ବାଦିଷ୍ଟ ଖାଦ୍ୟଗୁଡିକ ସହ ଏକ ସ୍ବତନ୍ତ୍ର ଇଣ୍ଡିପେଣ୍ଡେନ୍ସ ଡେ’ ଥାଳି ମଧ୍ୟ ସାମିଲ ରହିବ। ୱାର୍ଣ୍ଡଲା ଭୁବନେଶ୍ୱର ଓଡିଶା ସୁପର ବାଇକ୍‌ସ କ୍ଲବକୁ ମଧ୍ୟ ସ୍ବାଗତ କରିବ। ଯେଉଁଥିରେ ଏହି ସ୍ବାଧୀନତା ଦିବସରେ ହାର୍‌ଲି ଡେଭିଡସନ ଗ୍ରୁପ୍‌, ବିଏମ୍‌ଡବ୍ଲ୍ୟୁ ବାଇକ୍‌ସ ଗ୍ରୁପ ଓ ହିମାଳୟାନ ବାଇକ୍‌ସ ଗ୍ରୁପ ଭଳି ପ୍ରତିଷ୍ଠିତ ଗ୍ରୁପ୍‌ଗୁଡିକ ସାମିଲ ରହିବ। ଏହାବ୍ୟତୀତ ସେମାନେ ଜାଭିୟର ସ୍କୋୟାର, ଜୟଦେବ ବିହାରରୁ ୱାଣ୍ଡର୍ଲା ଭୁବନେଶ୍ୱର ପର୍ଯ୍ୟନ୍ତ ଏକ ଗ୍ରାଣ୍ଡ ସେଲିବ୍ରେଶନ ପାଇଁ ରାଇଡିଙ୍ଗ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଦ୍ରାସ୍ଫୀତିକୁ ନେଇ ଆରବିଆଇ ଗଭର୍ନର ଦେଲେ ବଡ଼ ସୂଚନା, କହିଲେ ଆମେ ଏହାକୁ…

ନୂଆଦିଲ୍ଲୀ,୨୬ା୧୦: ଭାରତୀୟ ଅର୍ଥନୀତିରେ ଉତ୍ଥାନପତ୍ତନ ଜାରି ରହିଛି। ଏଫ୍‌ଆଇଆଇ ଦେଶ ଛାଡୁଛନ୍ତି। ଏହି କାରଣରୁ ଗତ କିଛିଦିନ ହେବ ଷ୍ଟକ୍‌ ମାର୍କେଟରେ ମଧ୍ୟ ଏକ ବିରାଟ...

ମାସକୁ ୯୦୦୦ ଟଙ୍କା ରୋଜଗାର କରିବାକୁ ଚାହାନ୍ତି କି? ପୋଷ୍ଟ ଅଫିସର ଏହି ଯୋଜନା ଜବରଦସ୍ତ; ନିବେଶ କରି… 

ନୂଆଦିଲ୍ଲୀ,୨୬।୧୦: ଭାରତର ସର୍ବପୁରାତନ ଅନୁଷ୍ଠାନ ମଧ୍ୟରୁ ପୋଷ୍ଟ ଅଫିସ(ଡାକଘର) ଅନ୍ୟତମ। ଏହା ଡାକ ସମ୍ବନ୍ଧୀୟ ସୁବିଧା ମିଳିବା ସହିତ ବିନିଯୋଗ ଲାଗି ଆକର୍ଷଣୀୟ ବିକଳ୍ପ ପ୍ରଦାନ...

ଆଇଡିବିଆଇର ଆର୍ଥିକ ଫଳାଫଳ

ନୂଆଦିଲ୍ଲୀ,୨୬।୧୦: ଆଇଡିବିଆଇ ବ୍ୟାଙ୍କର ନିର୍ଦ୍ଦେଶକମଣ୍ଡଳୀ ଆଇଡିବିଆଇ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବ୍ୟାଙ୍କର ଆଗାମୀ କାର୍ଯ୍ୟକଳାପ ଓ ଚଳିତ...

ପ୍ରିମିୟମ ବ୍ରାଣ୍ଡ୍‌ ଉପରେ ଆକର୍ଷଣୀୟ ଅଫର

ନୂଆଦିଲ୍ଲୀ,୨୬।୧୦: ବର୍ତ୍ତମାନ ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ୍‌ ଫେଷ୍ଟିଭାଲ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଏପରିକି ଆମାଜନ୍‌.ଇନ୍‌ରେ ଭଲ ଅଫର, ବଡ଼ ସଞ୍ଚୟ, ବ୍ଲକ୍‌ ବଷ୍ଟର ମନୋରଞ୍ଜନ ଏବଂ...

ରିଲାଏନ୍ସ ଡିଜିଟାଲରେ ଫେଷ୍ଟିଭାଲ୍‌ ଅଫ୍‌ ଇଲେକ୍ଟ୍ରୋନିକ୍ସ

ମୁମ୍ବାଇ,୨୬।୧୦: ପ୍ରତି ବର୍ଷ ଭଳି ଚଳିତ ବର୍ଷ ଦୀପାବଳିରେ ମଧ୍ୟ ରିଲାଏନ୍ସ ଡିଜିଟାଲର ଇଲେକ୍ଟ୍ରୋନିକ୍ସ ମହୋତ୍ସବ ପାଳନ କରାଯାଉଛି। ଏପରିକି ରିଲାଏନ୍ସ ଡିଜିଟାଲର ବହୁ ପ୍ରତୀକ୍ଷିତ...

ଖିମ୍‌ଜୀ ଜୁଏଲର୍ସର ନୂତନ ଅଭିଯାନ

ଭୁବନେଶ୍ୱର,୨୬।୧୦ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ସର୍ବପୁରାତନ ଗହଣା ବ୍ରାଣ୍ଡ୍‌ ଖିମ୍‌ଜୀ ଜୁଏଲର୍ସର ନୂତନ ଅଭିଯାନ ‘ରୌନକ ୱାଲି ଦିୱାଲି’ର ଶୁଭାରମ୍ଭ...

ଦିନକରେ ନିବେଶକ ହରାଇଲେ ୬ଲକ୍ଷ କୋଟି

ମୁମ୍ବାଇ,୨୬।୧୦: କ୍ରମାଗତ ଭାବେ ଘରୋଇ ଶେୟାର ବଜାର କାରବାରରେ ହ୍ରାସ ଘଟୁଥିଲାବେଳେ ପୁଞ୍ଜିବଜାରର ନିବେଶକମାନେ ଆଶା ଆଶଙ୍କା ମଧ୍ୟରେ କାରବାର କରୁଛନ୍ତି। ଏପରିକି ଚଳିତ କାର୍ଯ୍ୟ...

ଟ୍ରେନ୍‌ରେ ମିଳୁଥିବା କମ୍ବଳ-ଚାଦର କେତେ ଥର ଧୂଆ ଯାଇଥାଏ? ରେଲଓ୍ବେ କଲା ଚମକାଇବା ଭଳି ଖୁଲାସା

ନୂଆଦିଲ୍ଲୀ,୨୫।୧୦: ଭାରତୀୟ ରେଳ ହେଉଛି ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ନେଟଓ୍ବାର୍କ। ପ୍ରତିଦିନ କୋଟି କୋଟି ଲୋକ ଭାରତୀୟ ଟ୍ରେନ୍‌ରେ ଯାତ୍ରା କରିଥାନ୍ତି। ଯଦି ଆପଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri