ଫ୍ରିଡମ୍‌ ରାଇସ୍‌ ବ୍ରାନ୍‌ ଅଏଲ୍‌ର ନୂତନ ଅଭିଯାନ

ନୂଆଦିଲ୍ଲୀ,୧୧।୯ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ଅଗ୍ରଣୀ ଖାଇବା ତେଲ ବ୍ରାଣ୍ଡ୍‌ ଫ୍ରିଡମ୍‌ ରାଇସ୍‌ ବ୍ରାନ୍‌ ଅଏଲର ବହୁ ପ୍ରତୀକ୍ଷିତ ଅଭିଯାନ ‘କୋଲେଷ୍ଟେରୋଲ୍‌ କି ସଫାଇ କା ସ୍ପେଶାଲିଷ୍ଟ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହି ଅଭିଯାନର ବାର୍ତ୍ତାକୁ ଦୃଢ ଭାବେ ‘ରାଇସ୍‌ ବ୍ରାନ୍‌ ଅଏଲ କରେ ଅନ୍ଦର ସେ ସଫାଇ’ ଶୀର୍ଷକ ଏକ ସଚେତନତା ଭିଡିଓର ଉନ୍ମୋଚନ କରାଯାଇଛି। ବ୍ରାଣ୍ଡ୍‌ର ଗ୍ରାହକଙ୍କୁ ସଚେତନ କରାଇବା ସହ ଆମର ସମ୍ପୂର୍ଣ୍ଣ ସ୍ବାସ୍ଥ୍ୟକୁ ସୁରକ୍ଷିତ ଓ ସୁନ୍ଦର ରଖିବାରେ ଏହି ତେଲର ଭୂମିକା ଯେତିକି ରହିଥାଏ ବ୍ରାଣ୍ଡ୍‌ ମଧ୍ୟ ସେତିକି ଧ୍ୟାନ ଦେଇଥାଏ। ସେହିଭଳି ରାଇସ୍‌ ବ୍ରାନ୍‌ ଅଏଲ ମଣିଷ ଶରୀରରେ କିପରି ବିଲ୍ଟ-ଅପ୍‌ କୋଲେଷ୍ଟେରୋଲକୁ ସଫା କରିବାରେ ବିଶେଷ ଭାବେ ସାହାଯ୍ୟ କରିଥାଏ। ଏପରିକି ଏହି ଅଭିଯାନ ଏହାକୁ ଦୈନନ୍ଦିନ ରୋଷେଇରେ ଅନ୍ତର୍ଭୁକ୍ତ କରିବାର ଗୁରୁତ୍ୱକୁ ସୁନ୍ଦର ଭାବେ ସୂଚିତ କରିଛୁ। ତେଲର ଉଚ୍ଚ ଅରିଜାନୋଲ ବିଷୟବସ୍ତୁକୁ ଗୁରୁତ୍ୱ ଦେଇ କୋଲେଷ୍ଟେରୋଲସ୍ତର ପରିଚାଳନା କରିବାର କ୍ଷମତା ସହ ଏହି ଅଭିଯାନ ଗ୍ରାହକଙ୍କୁ ଏହାର ସ୍ବାସ୍ଥ୍ୟ ଉପକାରିତା ବିଷୟରେ ଶିକ୍ଷାଦେବା ପାଇଁ ଲକ୍ଷ୍ୟ ରଖିଛି। ଏ ସମ୍ପର୍କରେ ଫ୍ରିଡମ୍‌ ରାଇସ୍‌ ବ୍ରାନ୍‌ ଅଏଲର ବରିଷ୍ଠ ଉପସଭାପତି (ସେଲ୍‌ସ ଆଣ୍ଡ ମାର୍କେଟିଂ) ପି. ଚନ୍ଦ୍ରଶେଖର ରେଡ୍ଡୀ କହିଛନ୍ତି, ଆମ ବ୍ରାଣ୍ଡ୍‌ କେବଳ ରନ୍ଧନ ପାଇଁ ଜରୁରୀ ନୁହେଁ, ଫ୍ରିଡମ୍‌ ରାଇସ୍‌ ବ୍ରାନ୍‌ ଅଏଲ ଆମର ସ୍ବାସ୍ଥ୍ୟ ସଚେତନ ଗ୍ରାହକଙ୍କ ପାଇଁ ଏକ ବିଶ୍ୱସ୍ତ ସହଯୋଗୀ ମଧ୍ୟ ହୋଇପାରିଛି। ଏପରିକି ୧୦,୦୦୦ ପିପିଏମ୍‌ରୁ ଅଧିକ ଓରିଜାନୋଲରେ ଆମେ ଏକ ଉତ୍ପାଦ ଯୋଗାଇବା ପାଇଁ ସମର୍ପିତ ରହିଛୁ, ଯାହା ଉଭୟ ସ୍ବାଦ ଏବଂ ସୁସ୍ଥତାକୁ ସମର୍ଥନ କରିଥାଏ। ଆମର ରାଇସ୍‌ ବ୍ରାନ୍‌ ଅଏଲକୁ ଆପଣଙ୍କ ରନ୍ଧନ କାର୍ଯ୍ୟରେ ଅନ୍ତର୍ଭୁକ୍ତ କରିବା ସହ ଉନ୍ନତ ସ୍ବାସ୍ଥ୍ୟ ଦିଗରେ ଏକ ସହଜ ତଥାପି ପ୍ରଭାବଶାଳୀ ପଦକ୍ଷେପ ଭାବେ ସନ୍ତୁଳିତ ଫ୍ୟାଟି ଏସିଡ୍‌ ପ୍ରୋଫାଇଲ, ଉଚ୍ଚ ଧୂଆଁ ବିନ୍ଦୁ ଏବଂ ନିରପେକ୍ଷ ସ୍ବାଦକୁ ବିଭିନ୍ନ ପ୍ରକାର ଖାଦ୍ୟ ପାଇଁ ଏହା ଏକ ଉତ୍କୃଷ୍ଟ ପସନ୍ଦ କରିଥାଏ। ଫ୍ରିଡମ୍‌ ରାଇସ୍‌ ବ୍ରାନ୍‌ ଅଏଲ୍‌ ଚୟନକରି, ତୁମେ ତୁମର ଭୋଜନର ସ୍ବାଦ ବଢ଼ାଇବା ସହିତ ରାନ୍ଧିବା ପାଇଁ ଏକ ସୁସ୍ଥ ଉପାୟ ଅବଲମ୍ବନକର, ଯାହା ଆପଣଙ୍କ ପରିବାର ପାଇଁ ଲାଭଦାୟକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୨୭ରେ ‘ଲେକ୍‌ ସାଇଡ୍‌ ଗ୍ଲାମର’

ଭୁବନେଶ୍ୱର,୨୧।୯: (ଅଭୟ ଦାଶ): ସ୍ବସ୍ତି ଗ୍ରୁପ୍‌ର ପ୍ରମୁଖ ହୋଟେଲ ସ୍ବସ୍ତି ଚିଲିକା ରେସର୍ଟ ପକ୍ଷରୁ ଏକ ଦିନିକିଆ ଫ୍ୟାଶନ ଶୋ ୨୦୨୪ ଅକ୍ଟୋବର ୨୭ ରେ...

ଯୋଗାଣ ଶୃଙ୍ଖଳାରେ କାର୍ଯ୍ୟଦକ୍ଷତାକୁ ବହୁଗୁଣିତ କରିବ

ନୂଆଦିଲ୍ଲୀ,୨୧।୯: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ କୋଇଲା ପରିବହନକୁ ସୁଗମ କରିବା ଲାଗି ଭାରତ ସରକାର ସର୍‌ଡେଗା-ଭାଲୁମୁଣ୍ଡା ରେଳ ଲାଇନ ସଂଯୋଗୀକରଣ ପ୍ରକଳ୍ପକୁ ଅନୁମୋଦନ ଦେବା...

ପିଏନ୍‌ବି ପକ୍ଷରୁ ପିଏମ୍‌ ଇ-ବିଶ୍ୱକର୍ମା ପ୍ରୋଗ୍ରାମ

ଭୁବନେଶ୍ୱର,୨୧।୯: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ପ୍ରଧାନମନ୍ତ୍ରୀ ବା ପିଏମ୍‌ ଇ-ବିଶ୍ୱକର୍ମା ଯୋଜନା’ ନିକଟରେ ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପିଏନ୍‌ବି ଭୁବନେଶ୍ୱର...

ଟିପିସିଓଡିଏଲ୍‌ ଏପିଏସ୍‌ସିସିର ଶୁଭାରମ୍ଭ

ଭୁବନେଶ୍ୱର,୨୧।୯: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ କଟକ ସହରାଞ୍ଚଳରେ ଏକ ୨୪ ଘଣ୍ଟିଆ ସ୍କାଡ଼ା ଏନାବଲ୍ଡ ସର୍କଲ ୟୁନିଟ୍‌ ପଏଣ୍ଟ ବା...

ୟୁବିଆଇର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୨୧।୯ (ଅଭୟ ଦାଶ): ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ)ର ନୂତନ ଶାଖା ‘ନିଶ୍ଚିନ୍ତକୋଇଲ ଶାଖା’ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରରେ ମାହାଙ୍ଗା ବିଧାୟକ...

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri