ଫ୍ରାନ୍ସର ଅରବ ପତି ତଥା ରାଜନେତା ଓଲିବିୟରଙ୍କ ପରଲୋକ: ଶୋକ ପ୍ରକାଶ କଲେ ରାଷ୍ଟ୍ରପତି

ପ୍ୟାରିସ,୮ ।୩: ଫ୍ରାନ୍ସର ଅରବପତି ତଥା ସଂସଦର ସଦସ୍ୟ ରାଜନେତା ଓଲିବିୟର ହସଲ୍ଟଙ୍କ ଏକ ହେକ୍କପ୍ଟର ଦୁର୍ଘଟଣାରେ ପରଲୋକ ହୋଇଛି । ଏହି ସୂଚନା ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମ୍ୟାକ୍ରନ ଟୁଇଟ୍ କରି ଜଣାଇବା ସହ ଶୋକ ପ୍ରକାଶ କରିଛନ୍ତି । ରାଷ୍ଟ୍ରପତି କହିଛନ୍ତି ଇମାନୁଏଲ ଫ୍ରାନ୍ସକୁ ଖୁବ୍ ଭଲପାଉଥିଲେ । ସେ ଉଦ୍ଦ୍ୟୋଗ, ଆଇନ ନିର୍ମାତା, ସ୍ଥାନୀୟ ନିର୍ବାଚିତ ଅଧିକାରୀ, ବାୟୁସେନାର କମାଣ୍ଡର ଭାବେ ଦେଶର ସେବା କରିଛନ୍ତି । ତାଙ୍କର ଆକସ୍ମ୍ମିକ ଦୁର୍ଘଟଣା ଦେଶପାଇଁ ବହୁତ ବଡ କ୍ଷତି । ମୃତ୍ୟୁ ବେଳକୁ ଇମାନୁଏଲଙ୍କୁ ୬୯ ବର୍ଷ ହୋଇଥିଲା । ସେ ଫ୍ରାନ୍ସର ଆରବପତି ତଥା ଉଦ୍ଦ୍ୟୋଗପତି ସର୍ଜ ହସଲ୍ଟଙ୍କର ବଡ ପୁଅ ଥିଲେ । ରାଫାଲ ଯୁଦ୍ଧ ବିମାନ ନିର୍ମାଣ ସହ ଏମାନଙ୍କର ସମ୍ପର୍କ ରହିଥିଲା ।

Share