Categories: ଖେଳ

ଶୁକ୍ରବାର ହକି ବିଶ୍ୱକପ୍‌: ସ୍ପେନ୍‌କୁ ଭେଟିବ ଭାରତ

ରାଉଲକେଲା ଅଫିସ,୧୨।୧: ଶୁକ୍ରବାରଠାରୁ ପୁରୁଷ ହକି ବିଶ୍ୱକପ୍‌ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ଦିନରେ ଭାରତ-ସ୍ପେନ୍‌ ମ୍ୟାଚ୍‌ ଖେଳାଯିବ। ଉପଅଧିନାୟକ ଭାବେ ଭାରତୀୟ ହକି ଟିମ୍‌ରେ ଓଡ଼ିଆ ଖେଳାଳୀ ଅମିତ୍‌ ରୋହିଦାସ ସ୍ଥାନ ପାଇଛନ୍ତି। ତେବେ ହକି ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି।

Share