Categories: Video

Fruits to give a boost to your immune system | ରୋଗ ପ୍ରତିରୋଧକ ଶକ୍ତି ବଢାଉଥିବା ଫଳ

The immune system is the body’s defense against infectious organisms and other invaders. Through a series of steps called the immune response, the immune system attacks organisms and substances that invade body systems and cause disease. Here we bring you a list of several fruits items that can enhance your immune system.

ଶରୀରରେ ରୋଗ ପ୍ରତିରୋଧକ ଶକ୍ତିର ହ୍ରାସ ଘଟିଲେ ମଣିଷ ବିଭିନ୍ନ ପ୍ରକାର ରୋଗର ଶିକାର ହୋଇଥାଏ। ଯଦି କୌଣସି ରୋଗ ହୁଏ ତେବେ ଏହା ଶିଘ୍ର ଭଲ ହୋଇନଥାଏ। ତେବେ ଚାଲନ୍ତୁ ଜାଣିବା କେଉଁ ଫଳ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ।