ମହାମାରୀର ଏହି ସଂକଟ ସମୟରେ ସବୁଠୁ ଅଧିକ ଚିନ୍ତାର କାରଣ ପାଲଟିଛି ପେଟ୍ରୋଲ ଓ ଡିଜେଲ ଦରର ଅହେତୁକ ବୃଦ୍ଧି । ଦେଶର କିଛି ବଡ଼ବଡ଼ ସହରରେ ପେଟ୍ରୋଲ ଲିଟର ୧୦୦ ଟଙ୍କା ଅତିକ୍ରମ କରି ସାରିଲାଣି। ତେବେ ଏହାରି ଭିତରେ ଆମେ ଯଦି ଭୁବନେଶ୍ବର କଥା ଯଦି ଦେଖିବା ଆଜି ୯୮ ଟଙ୍କା ୯୪ପଇସା ରହିଛି । ତେବେ ଏଭଳି ତୈଳ ଦର ବୃଦ୍ଧିକୁ ନେଇ କଣ କହୁଛନ୍ତି ଚାଳକ