Posted inଜାତୀୟ

ଶେଷ ହେଲା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ୱାର୍କ ଫ୍ରମ ହୋମ

ନୂଆଦିଲ୍ଲୀ,୭ ।୨: କେନ୍ଦ୍ର ସରକାରୀ କାର୍ଯ୍ୟାଳୟରେ ସୋମବାରଠାରୁ ୧୦୦ ପ୍ରତିଶତ କ୍ଷମତାରେ କାର୍ଯ୍ୟ କରାଯିବ । କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି, ମହାମାରୀର ସ୍ଥିତିକୁ ନେଇ ରବିବାର ସମିକ୍ଷା କରାଯିବା ପରେ କରୋନା ସଂକ୍ରମଣରେ ବ୍ରେକ୍ ଲାଗିଥିବାରୁ ଅର୍ଥାତ୍ ସଂକ୍ରମଣ କମି ଯାଇଥିବାରୁ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟରେ ପୂର୍ଣ୍ଣ ଉପସ୍ଥାନ ଲାଗୁ କରାଯାଇଛି । ଏଥିରେ ସମସ୍ତ ସ୍ତରର କର୍ମଚାରୀ ସମ୍ପୂର୍ଣ୍ଣ ଭାବେ ଉପସ୍ଥିତ ରହିବେ । ଅନ୍ୟପଟେ ଉତ୍ତର ପ୍ରଦେଶ ସରକାର ସୋମବାରଠାରୁ ସ୍କୁଲ କଲେଜ ଖୋଲି ଦେବାକୁ ଘୋଷଣା କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟ ଭାଇଙ୍କୁ ପ୍ରେମ, ବିବାହର ୪ ଦିନ ପରେ ସ୍ବାମୀଙ୍କୁ ହତ୍ୟା

ଗାନ୍ଧୀନଗର, ୧୬।୧୨: ଗୁଜରାଟରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମନାକୁ ଆସିଛି। ଗାନ୍ଧୀନଗରରେ ପାୟଲ ନାମ୍ନୀ ଜଣେ ଯୁବତୀ ବିବାହର ୪ ଦିନ ପରେ ନିଜ ସ୍ବାମୀ ଭାବିକଙ୍କୁ...

ଟ୍ରାକ୍ଟର ଚୋରି ଅଭିଯୋଗ: ରାତି ସାରା ପିଟି ହତ୍ୟା

ପାଟନା,୧୬ା୧୨: ବିହାରର ମୁଜାଫରପୁରରେ ଜଣେ ଯୁବକଙ୍କୁ ଚୋରି ଅଭିଯୋଗରେ ଲୋକେ ଲୋକେ ପିଟି ମାରିଦେଇଛନ୍ତି। ଅଭିଯୁକ୍ତ ଶମ୍ଭୁ ଶାହନି ନିଜ ଭୁଲ୍‌ ପାଇଁ ବାରମ୍ବାର କ୍ଷମା ମାଗିବା...

ବିଜୟର ୨୩ ଦିନ ପରେ ଶପଥ

ନାଗପୁର,୧୬।୧୨(ପି.ଟି.): ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଆଶାତୀତ ସଫଳତା ହାସଲର ୨୩ ଦିନ ପରେ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ ଏବଂ...

ମାଓବାଦୀଙ୍କୁ ଅମିତ୍‌ ଶାହାଙ୍କ ବଡ଼ ଚେତାବନୀ

ଜଗଦଲପୁର,୧୫ା୧୨: ମାଓବାଦୀମାନେ ଅସ୍ତ୍ରଶସ୍ତ୍ର ତ୍ୟାଗ କରି ଆତ୍ମସମର୍ପଣ କରିବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ନିବେଦନ କରିଛନ୍ତି।...

ତବଲା ବାଦକ ଜାକିର ହୁସେନଙ୍କ ଦେହାନ୍ତ

ଓ୍ବାଶିଂଟନ, ୧୫।୧୨: ପ୍ରସିଦ୍ଧ ତବଲା ବାଦକ ଜାକିର ହୁସେନ ହୃଦଘାତରେ ଦେହାନ୍ତ ହୋଇଛି। ପୂର୍ବରୁ ଗମ୍ଭୀର ହୃଦ୍‌ରୋଗରେ ପୀଡିତ ହୋଇ ଆମେରିକାର ସାନ ଫ୍ରାନ୍ସିସ୍କୋସ୍ଥିତ ଏକ...

୪ ଅଙ୍ଗୁଳି କାଟିଦେଲେ କମ୍ପ୍ୟୁଟର ଅପରେଟର

ସୁରଟ,୧୫ା୧୨: ଗୁଜରାଟର ମୟୂର ତାରାପରା ସୁରଟସ୍ଥିତ ଏକ ଜୁଏଲାରି ଷ୍ଟୋରରେ କମ୍ପ୍ୟୁଟର ଅପରେଟର ଭାବେ କାର୍ଯ୍ୟ କରୁଥିଲେ। କାର୍ଯ୍ୟସ୍ଥଳରେ ଅତ୍ୟଧିକ ଚାପ ଯୋଗୁ ଗତ ୮ରେ...

ଗୁଗୁଲ ଡ୍ରାଇଭରୁ ଉଭାନ ହୋଇଗଲା ଅତୁଲ ସୁଭାଷଙ୍କ ସୁଇସାଇଡ ନୋଟ!

ବେଙ୍ଗାଲୁରୁ,୧୫।୧୨: ଇଞ୍ଜିନିୟର ଅତୁଲ ସୁଭାଷ ତାଙ୍କ ସ୍ତ୍ରୀ ନିକିତା ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ହଇରାଣ କରୁଥିବା ଅଭିଯୋଗ କରି ପ୍ରାୟ ଏକ ସପ୍ତାହ ପୂର୍ବରୁ...

ମହାରାଷ୍ଟ୍ରରେ ବଡ଼ ଧରଣର ଓଲଟ ପାଲଟ, ଇସ୍ତଫା ଦେଲେ ଏହି ବରିଷ୍ଠ ନେତା

ମୁମ୍ବାଇ,୧୫।୧୨: ମହାରାଷ୍ଟ୍ରରେ ବିଧାନସଭା ନର୍ବାଚନ ପରେ ଆରମ୍ଭ ହୋଇଥିବା ରାଜନୈତିକ ଅସ୍ଥିରତା ବନ୍ଦ ହେବାର କୌଣସି ସଙ୍କେତ ଦେଉନାହିଁ। କେତେବେଳେ ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ସମୀକରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri