Categories: Video

Fun with public | ଫନ ୱିଥ୍‌ ପବ୍ଲିକ

There are a number of tongue twisters in Odia such as ‘baga beka banka, baga bapa beka banka’. Let’s find out if modern young men and women are aware of them and how they deal with these!

ଓଡ଼ିଆରେ ଆମର ଅନେକ ଢଗଢମାଳି ରହିଛି। ଯେପରି ବଗ ବେକ ବଙ୍କା, ବଗ ବାପା ବେକ ବଙ୍କା। ଆଜିର ଆଧୁନିକ ଯୁଗରେ ଯୁବପିଢିମାନେ ଏହାକୁ କେତେ ଜାଣିଛନ୍ତି ବା କହିପାରୁଛନ୍ତି, ଆସନ୍ତୁ ତାଙ୍କରି ମୁହଁରୁ ଶୁଣିବା।