Categories: Video

Fun with Public – Episode 11 | ଫନ୍ ୱିଥ୍ ପବ୍ଲିକ୍‍ – ଏପିସୋଡ୍ ୧୧

Odisha’s Leading daily ‘Dharitri’ takes you on a fun ride with residents of Bhubaneswar asking them to quickly pronounce ‘tongue twisters’. Enjoy the video and find out if youngsters are able to do so. You can also try to do so and record the videos and send it to us.

ଓଡ଼ିଆରେ ଆମର ଅନେକ ଢଗଢମାଳି ରହିଛି, ଯେପରିକି ‘ଛ ଦିନ ୬ଟା ବେଳେ ଛତ୍ର ବଜାରରୁ ୬କିଲୋ ଛତୁ ଆଣିଲି’। ଆଜିର ଆଧୁନିକ ଯୁଗରେ ଯୁବପିଢି ଏହାକୁ କେତେ ଜାଣିଛନ୍ତି ଓ ଠିକ୍ କହୁଛନ୍ତି, ଆସନ୍ତୁ ତାଙ୍କରି ମୁହଁରୁ ଶୁଣିବା।