Categories: Video

Fun with Public – Episode 14 | ଫନ୍ ୱିଥ୍ ପବ୍ଲିକ୍ – ଏପିସୋଡ୍ ୧୪

In this fresh episode of Fun with Public, Dharitri Live goes to town to ask the public some funny yet tricky questions. Check out how many get it right and how others get stumped.

ଏଥର ଫନ୍ ୱିଥ୍ ପବ୍ଲିକ୍ ରେ ଆମର ପ୍ରଶ୍ନ ରହିଛି,“ଏମିତି କ’ଣ ଜିନିଷ ଯାହା ଖରାରେ କେବେ ଶୁଖେନି ଓ ଅନ୍ୟଟି ହେଉଛି ହାତୀ କାହିଁକି ଫେବ୍ରୁଆରୀ ମାସ ଅପେକ୍ଷା ମାର୍ଚ୍ଚ ମାସରେ ଅଧିକ ପାଣି ପିଇଥାଏ ?”ଚାଲନ୍ତୁ ଦେଖିବା ଆମ ଯୁବପିଢି କ’ଣ ଉତ୍ତର ଦେଉଛନ୍ତି।