Categories: Video

Fun with Public– Episode 15 | ଫନ୍ ୱିଥ୍ ପବ୍ଲିକ୍ – ଏପିସୋଡ୍ ୧୫

In this fresh episode of Fun with Public, Dharitri Live goes to town to ask the public some funny yet tricky questions. Check out how many get it right and how others get stumped.

ଏଥର ଫନ୍ ୱିଥ୍ ପବ୍ଲିକରେ ଆମର ପ୍ରଶ୍ନ ଥିଲା ‘ ତୁମେ ନିଜେ ବସ ଚଲାଉଛ, ୨୦ଜଣ ଯାତ୍ରୀ ଥିଲେ, ଆଉ ଏକ ଷ୍ଟପେଜରେ ୧୦ଜଣ ଓହ୍ଲାଇଲେ ଏବଂ ୧୦ଜଣ ଚଢିଲେ, ତେବେ ବସ ଡ୍ରାଇଭରଙ୍କ ବୟସ କେତେ? ତେବେ ପବ୍ଲିକ୍ କିଭଳି ଉତ୍ତର ଦେଇଛନ୍ତି ଦେଖନ୍ତୁ ଭିଡ଼ିଓ ।