Categories: Video

Fun with Public – Episode 19 | ଫନ୍ ୱିଥ୍ ପବ୍ଲିକ୍ – ଏପିସୋଡ୍ ୧୯

Ever tried touching your nose with your tongue? We took this challenge to the public in this episode of Dharitri Live. Check out how they deal with it.

ଆପଣ କେବେ ‘ନାକରେ ଜିଭ ଲଗାଇଛନ୍ତି କି’ । କାହିଁକି ନାଁ ଏଥର ଫନ୍ ୱିଥ୍ ପବ୍ଲିକରେ ଆମେ ଏଭଳି ଏକ ଚ୍ୟାଲେଞ୍ଜ ନେଇ ଯାଇଥିଲୁ ଯୁବପୀଢିଙ୍କ ପାଖକୁ । ଆଉ ଏହାକୁ ସେମାନେ କିଭଳି ଭାବରେ କରିବାକୁ ପ୍ରୟାସ କରିଥିଲେ ଦେଖନ୍ତୁ ଭିଡ଼ିଓରେ…