Categories: Video

Fun with Public – Episode VIII | ଫନ ୱିଥ୍ ପବ୍ଲିକ୍ – ଏପିସୋଡ୍ ୮

A large number of tongue twisters are present in Odia language. Dharitri takes you on a fun ride with residents of Bhubaneswar asking them to repeat the twisters quickly. Enjoy the video and find out if youngsters of the present generation are able to pronounce them correctly!

ଓଡ଼ିଆରେ ଅନେକ ଢ଼ଗଢମାଳି ରହିଛି, ଯେପରିକି ‘ବରାଳ ଘର ଖଳାରେ ଖରା ପଡ଼ିଛି’। ଆଜିର ଯୁବପିଢ଼ି ଏହାକୁ କେତେ ଭଲରେ କହିପାରୁଛନ୍ତି ବା ଜାଣିଛନ୍ତି, ଆସନ୍ତୁ ତାଙ୍କରି ମୁହଁରୁ ଶୁଣିବା।