Categories: Video

Fun with Public – Part-II | ଫନ୍ ଓ୍ବିଥ୍ ପବ୍ଲିକ୍ ଏପିସୋଡ- ୨

There are a number of tongue twisters in Odia such as ‘Pola tale kala para hale, dhala para hale’. Let’s find out if modern young men and women are aware of them and how they deal with these!

ଓଡିଆରେ ଅନେକ ଢଗଢମାଳି ରହିଛି, ଯାହାକୁ ଲୋକେ ଭଲଭାବରେ କହିପାରନ୍ତି ନାହିଁ । ସେହି ଢଗ ମଧ୍ୟରୁ ଗୋଟେ ହେଉଛି ‘ପୋଲ ତଳେ କଳା ପାରା ହଳେ, ଧଳା ପାରା ହଳେ’।