Categories: Video

Fun with Public – Part-IV | ଫନ୍ ଓ୍ବିଥ୍ ପବ୍ଲିକ୍ ଏପିସୋଡ- ୪

There are a number of tongue twisters in Odia such as ‘aloo bara phala saru bara phala, bara bara phala 24 phala’. Let’s find out if modern young men and women are aware of them and how they deal with these!

ଓଡିଆରେ ଅନେକ ଢଗଢମାଳି ରହିଛି, ଯାହାକୁ ଲୋକେ ଭଲଭାବରେ କହିପାରନ୍ତି ନାହିଁ। ସେହି ଢଗ ମଧ୍ୟରୁ ଗୋଟେ ହେଉଛି ‘ଆଳୁ ବାର ଫାଳ, ସାରୁ ବାର ଫାଳ, ବାର ବାର ଫାଳ ଚବିଶ ଫାଳ’।