Categories: Video

Fun with Public– Part VI | ଫନ ୱିଥ୍ ପବ୍ଲିକ୍ – ଏପିସୋଡ୍ ୬

In this fresh episode of Fun with Public, we reached out to the public to ask them two questions. First – What is it that you posses but others use frequently, and second – what weighs more between a kilogram of cotton and a kilogram of iron. Let’s watch how many manage to get the trick. Have fun!

ଫନ୍ ୱିଥ୍ ପବ୍ଲିକରେ ଏଥର ଆମର ପ୍ରଶ୍ନ, ‘ଆପଣଙ୍କ ପାଖରେ ଏମିତି କଣ ଅଛି ଯାହା ଅନ୍ୟମାନେ ଅଧିକ ବ୍ୟବହାର କରୁଛନ୍ତି’? ଅନ୍ୟଟି ଥିଲା ଏକ କିଲୋ ଲୁହା ଓ ତୁଳା ମଧ୍ୟରେ କାହାର ଓଜନ ଅଧିକ? ଏହି ପ୍ରଶ୍ନର ଉତ୍ତର ପବ୍ଲିକ କେତେ ଠିକ୍ କହୁଛନ୍ତି ଆସନ୍ତୁ ଶୁଣିବା।