Categories: Video

Fun with Public– Part VII | ଫନ୍‍ ୱିଥ୍ ପବ୍ଲିକ୍ – ଏପିସୋଡ୍ ୭

In this fresh episode of Fun with Public, we reached out to the public to ask them two questions. First – Which is it that dress that we cannot wear, and second – What is it that becomes usable only after breaking. Let’s watch how many manage to get the trick. Have fun!

ଫନ୍ ୱିଥି ପବ୍ଲିକ୍‌ରେ ଏଥର ଆମର ପ୍ରଶ୍ନ ‘ଏମିତି କେଉଁ ଡ୍ରେସ ଆମେ ପିନ୍ଧିପାରିବା ନାହିଁ’ ଓ ଅନ୍ୟଟି ‘କେଉଁ ଜିନିଷ ଭାଙ୍ଗିବା ପରେ ହିଁ ବ୍ୟବହାରଯୋଗ୍ୟ ହୋଇଥାଏ।’ ତେବେ ଏହାର ଉତ୍ତର ପବ୍ଲିକ କଣ ଦେଉଛନ୍ତି ଚାଲନ୍ତୁ ଦେଖିବା।