ଜି-୨୦ ଶିଖର ସମ୍ମିଳନୀ: ସେପ୍ଟେମ୍ବରରେ ପୁଟିନଙ୍କ ଭାରତ ଗସ୍ତ ଆଶଙ୍କା ମଧ୍ୟରେ…

ମସ୍କୋ,୩୦।୭ : ଭାରତ ଚଳିତ ୨୦୨୩ ବର୍ଷ ସେପ୍ଟେମ୍ବରରେ ଜି-୨୦ ଶିଖର ସମ୍ମିଳନୀ ଦିଲ୍ଲୀରେ ଆୟୋଜନ କରୁଛି। ଏହି ସମ୍ମିଳନୀରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଯୋଗଦେବା ନେଇ ଏବେ ଆଶଙ୍କା ପ୍ରକାଶ ପାଇଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପୁଟିନ ବ୍ରିକ୍ସ ଦେଶର ଶିଖର ସମ୍ମିଳନୀରେ ଯୋଗଦେବାକୁ ଅଗଷ୍ଟ ୨୨ରୁ ୨୪ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗକୁ ନ ଯିବାକୁ ନିଷ୍ପତ୍ତି ନେବା ପରେ ଏବେ ସେପ୍ଟେମ୍ବରରେ ତାଙ୍କର ଭାରତ ଆସିବା ମଧ୍ୟ ଆଶା ଏବଂ ଆଶଙ୍କା ମଧ୍ୟରେ ରହିଛି।

ଚଳିତ ମାସ ଆରମ୍ଭରେ ଯେତେବେଳେ ଭାରତ ଏସସିଓ ବୈଠକ କରିଥିଲା, ପୁଟିନ ଜି -୨୦ ସମ୍ମିଳନୀ ପାଇଁ ଦିଲ୍ଲୀ ନ ଆସିବା ନେଇ ଆଶଙ୍କା ପ୍ରକାଶ ପାଇଥିଲା

Share