ଜି-୭ ସମ୍ମିଳନୀରେ ସିଡିରୁ ଖସୁ ଖସୁ ଅଳ୍ପକେ ବର୍ତ୍ତିଗଲେ ଆମେରିକା ରାଷ୍ଟ୍ରପତି ବାଇଡେନ

ହିରୋଶିମା,୨୦।୫: ଜାପାନର ହିରୋଶିମାରେ ଜି-୨୦ ଶିଖର ସମ୍ମିଳନୀ ସମୟରେ ଆମେରିକା ରାଷ୍ଟ୍ରପତିଙ୍କ ସହ ଏମିତି ଘଟଣା ଘଟିଛି ଯାହାକୁ ନେଇ ଆମେରିକାବାସୀ ଲଜ୍ୟା ବୋଧ କରିଛନ୍ତି। ବାଇଡେନ ହିରୋଶିମାରେ ବିଶ୍ୱର ବହୁ ନେତାଙ୍କ ଭିତରେ ବିଚଳିତ ଦେଖାଯାଉଥିଲେ, ଯେତେବେଳେ ସେ ସିଡିରୁ ଓହ୍ଲାଉଥିଲେ ସେତେବେଳେ ପଡୁ ପଡୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ତାଙ୍କ ପାଦ ଥରୁଥିଲେ ବି ସେ ଯେ କୌଣସି ମତେ ନିଜକୁ ସମ୍ଭାଳି ନେଇଥିଲେ।

Share