October 2 is celebrated across the country as ‘Gandhi Jayanti’ (birth anniversary of Mahatma Gandhi). Gandhi’s contribution to Indian Independence Movement is unmatched. This is something we have studied at length in our text books. That said, how well do we remember him? Let’s hear it from the public.
ଅକ୍ଟୋବର ୨କୁ ସାରାଦେଶରେ ଗାନ୍ଧୀ ଜୟନ୍ତୀ ଭାବେ ପାଳନ କରାଯାଏ । ଦେଶକୁ ସ୍ବାଧୀନ କରିବାରେ ମହାତ୍ମା ଗାନ୍ଧୀଙ୍କ ଅବଦାନ ଅନେକ, ଯାହାକୁ ଆମେ ଇତିହାସରେ ପଢ଼ିଛେ। ତେବେ ଆମ ଯୁବପିଢି ଗାନ୍ଧୀଙ୍କ ବାବଦରେ କେତେ ଜାଣିଛନ୍ତି, ଚାଲନ୍ତୁ ଜାଣିବା ଏହି ଭିଡିଓରେ।