Categories: Video

Ganesh Chaturthi celebrated with religious fervour | ଅଗ୍ରପୂଜ୍ୟଙ୍କ ଆରାଧନା

Ganesh Chaturthi is being celebrated across the country Monday. The festival that celebrates the birth of Lord Ganesha is also celebrated with immense fervour and gaiety across Odisha. Pandals have been set up in various parts of Odisha where varieties of Ganesh idols have been set up.

ଭାଦ୍ରବ ମାସ ଶୁକ୍ଲ ପକ୍ଷ ଚତୁର୍ଥୀକୁ ସାରାଦେଶ ଗଣେଶ ଚତୁର୍ଥୀ ଭାବେ ପାଳନ କରୁଛି। ଆଉ ଧାର୍ମିକ ସଂସ୍କୃତିରେ ଶ୍ରୀ ଗଣେଶ ହେଉଛନ୍ତି ଅଗ୍ରପୂଜ୍ୟ ଓ ବିଘ୍ନ ବିନାଶକ। ଅଗ୍ରପୂଜ୍ୟଙ୍କ ଆରାଧନା ଲାଗି ସବୁଠି ଉତ୍ସାହର ପରିବେଶ। ବିଶେଷକରି ଶିକ୍ଷାନୁଷ୍ଠାନମାନଙ୍କର ସକାଳୁ ସକାଳୁ ଛାତ୍ରୀଛାତ୍ରମାନେ ଗଜାନନଙ୍କୁ ଭକ୍ତିର ସହ ପୂଜା କରିଛନ୍ତି।