ଓଡ଼ିଶାରେ ଗଞ୍ଜାମ ଜିଲା ପ୍ରଥମ: ଏମ୍‌ଜିଏନ୍‌ଆରଜିଏସରେ ଏକ କୋଟି ଶ୍ରମଦିବସ

ଛତ୍ରପୁର,୧୯।୭(ଡି.ଏନ୍‌.ଏ.): ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏ୍‌ନଆରଜିଏସ୍‌)ରେ ଗଞ୍ଜାମ ଜିଲା ରେକର୍ଡ ସୃଷ୍ଟି କରିଛି। ଚଳିତ ୨୦୨୨-୨୩ ଆର୍ଥିକ ବର୍ଷରେ ଏକ କୋଟି ଶ୍ରମଦିବସ ସୃଷ୍ଟି କରି ଗଞ୍ଜାମ ଜିଲା ରେକର୍ଡ କରିଛି। ଏକ୍ଷେତ୍ରରେ ଓଡ଼ିଶାରେ ଗଞ୍ଜାମ ଜିଲା ପ୍ରଥମ ବୋଲି ଜଣାପଡ଼ିଛି।

Share