ଜୋହାନ୍ସବର୍ଗର ଏକ ବସ୍ତିରେ ଗ୍ୟାସ୍‌ ଲିକ୍‌ ହୋଇ ୧୬ଜଣଙ୍କର ମୃତ୍ୟୁ

ଜୋହାନ୍ସବର୍ଗ,୬।୭:ଦକ୍ଷିଣ ଆଫ୍ରିକାର ବୃହତ୍ତମ ସହର ଜୋହାନ୍ସବର୍ଗର ଏକ ବସ୍ତିରେ ୧୬ଜଣଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଜୋହାନ୍ସବର୍ଗର ବକ୍ସବର୍ଗ ଉପକଣ୍ଠରେ ଅବସ୍ଥିତ ଏକ ଔନପଚାରିକ ବସ୍ତିରେ ଗ୍ୟାସ୍‌ ଲିକ ହୋଇ ୧୬ଜଣଙ୍କର ମୃତ୍ୟୁ ହୋଇଛି। ଦକ୍ଷିଣ ଆଫ୍ରିକାର ନ୍ୟୁଜ ଏଜେନ୍ସି ଘଟଣାରେ ୨୪ଜଣଙ୍କର ମୃତ୍ୟୁ ହୋଇଥିବା କହିଥିବାବେଳେ ସରକାରତ ତଥ୍ୟ ୧୬କୁ ହ୍ରାସ କରିଛି।

Share