Posted inଖେଳ

ଟିମ୍‌ ଇଣ୍ଡିଆ ହେଡ୍‌ କୋଚ୍‌ ପାଇଁ ସାକ୍ଷାତକାର ଦେଲେ ଗମ୍ଭୀର, ଖୁବ୍‌ଶୀଘ୍ର ହୋଇପାରେ ଘୋଷଣା

ନୂଆଦିଲ୍ଲୀ,୧୮।୬: ଟିମ୍‌ ଇଣ୍ଡିଆର ଆଗାମୀ ହେଡ୍‌ କୋଚ୍‌ ହେବେ ଗୌତମ ଗମ୍ଭୀର। ଏହା ସ୍ପଷ୍ଟ ହୋଇଥିଲେ ହେଁ କୋଚ୍‌ ନିଯୁକ୍ତି ନେଇ ସମସ୍ତ ପ୍ରକ୍ରିୟାକୁ ଅନୁସରଣ କରୁଛି ବିସିସିଆଇ। ଏକମାତ୍ର ଆବେଦନକାରୀ ହୋଇଥିଲେ ହେଁ ଗମ୍ଭୀରଙ୍କ ସାକ୍ଷାତକାର ନିଆଯାଉଛି।

ମଙ୍ଗଳବାର ଗମ୍ଭୀର ବିସିସିଆଇର କ୍ରିକେଟ ପରାମର୍ଶଦାତା ସମିତି(ସିଏସି) ନିକଟରେ ସାକ୍ଷାତକାର ଦେଇଛନ୍ତି। ‘ଜୁମ୍‌ କଲ’ରେ ଏହି ସାକ୍ଷାତକାର ଅନୁଷ୍ଠିତ ହୋଇଛି। ଏଥିରେ ଗମ୍ଭୀର ଏବଂ ଅଶୋକ ମଲହୋତ୍ରା ସାମିଲ ହୋଇଛନ୍ତି। ଆଜି ଗୋଟିଏ ରାଉଣ୍ଡ ଶେଷ ହୋଇଥିବା ବେଳେ କାଲି ଆଉ ଏକ ରାଉଣ୍ଡ ହେବ। ଏହାପରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଗମ୍ଭୀରଙ୍କ ନାମକୁ ନେଇ ଔପଚାରିକ ଘୋଷଣା ହୋଇପାରେ ବୋଲି କୁହାଯାଉଛି।
ମେଣ୍ଟର ଭାବେ କେକେଆର୍‌କୁ ଆଇପିଏଲ୍‌ ୨୦୨୪ ଚାମ୍ପିୟନ କରିଥିବା ଗମ୍ଭୀରଙ୍କ ସାକ୍ଷାତକାର ସିଏସି କରିଛନ୍ତି, ଯେଉଁଥିରେ ଅଶୋକ ମଲହୋତ୍ରା, ଜତିନ ପରାଞ୍ଜପେ, ସଲକ୍ଷଣା ନାଇକଙ୍କ ଭଳି ନାମ ସାମିଲ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ ଉପରେ ବଲ୍ ଟାମ୍ପରିଂ ଅଭିଯୋଗ ଲଗାଇଲେ ପାକିସ୍ତାନର ଇଞ୍ଜାମାମ-ଉଲ-ହକ୍

ନୂଆଦିଲ୍ଲୀ,୨୬।୬: ପୂର୍ବତନ ପାକିସ୍ତାନ କ୍ରିକେଟର ତଥା ଅଧିନାୟକ ଇଞ୍ଜାମାମ-ଉଲ-ହକ ଏକ ବିଚିତ୍ର ଦାବି କରିଛନ୍ତି ଯେ ”ଭାରତର ଦ୍ରୁତ ବୋଲର ମାନେ ୨୦୨୪ ଟି -୨୦...

ନୂଆ ସରକାର ଆସିବା ପରେ ହନୁମା ବିହାରୀଙ୍କ ୟୁ-ଟର୍ନ, ଏବେ ଏହି ରାଜ୍ୟରୁ ଖେଳିବେ…

ଅମରାବତି,୨୬।୬: ଭାରତୀୟ ଅଲରାଉଣ୍ଡର ହନୁମା ବିହାରୀ ଏବେ ଆନ୍ଧ୍ରପ୍ରଦେଶ ପାଇଁ ଖେଳିବେ। ୩ ବର୍ଷ ପୂର୍ବେ ସେ କେବେହେଲେ ଆନ୍ଧ୍ର ଲାଗି ଖେଳିବେ ନାହିଁ ବୋଲି...

ସୂର୍ଯ୍ୟକୁମାରଙ୍କୁ ହଟାଇ ବିଶ୍ୱର ନମ୍ବର-୧ ବ୍ୟାଟ୍ସମ୍ୟାନ ହେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୬।୬: ଟି -୨୦ ବିଶ୍ୱକପ ୨୦୨୪ ମଧ୍ୟରେ ଆଇସିସି ଦ୍ୱାରା ଟି-୨୦ ର଼୍ୟାଙ୍କିଙ୍ଗ୍‌ ପ୍ରକାଶ ପାଇଛି। ଏଥର ର଼୍ୟାଙ୍କିଙ୍ଗରେ ବହୁତ ବଡ ଓଲଟପାଲଟ ଘଟିଛି। ବିଶେଷ...

ପ୍ୟାରିସ ୨୦୨୪ ଅଲମ୍ପିକ୍ସ ପାଇଁ ଘୋଷଣା ହେଲା ଭାରତୀୟ ହକି ପୁରୁଷ ଦଳ, ଓଡ଼ିଶାରୁ ଅମିତ ରୋହିଦାସଙ୍କୁ ସୁଯୋଗ

ବେଙ୍ଗାଲୁରୁ, ୨୬।୦୬: ପ୍ୟାରିସ ଅଲମ୍ପିକ୍ସ ପାଇଁ ଘୋଷଣା ହୋଇଛି ଭାରତୀୟ ହକି ପୁରୁଷ ଦଳ। ୧୬ ଜଣିଆ ଦଳ ଘୋଷଣା ହୋଇଥିଲା ବେଳେ ଓଡ଼ିଶାରୁ ଏକମାତ୍ର...

ଭାରତ-ଇଂଲଣ୍ଡ ମ୍ୟାଚ୍‌: ବର୍ଷା ହେଲେ କିଏ ଖେଳିବ ଫାଇନାଲ୍‌ ?

ନୂଆଦିଲ୍ଲୀ, ୨୬।୦୬: ଟି-୨୦ ବିଶ଼୍ବକପ୍‌ରେ ଜୁନ୍‌ ୨୭ ଅର୍ଥାତ୍‌ ଗୁରୁବାର ଗୁଏନାରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ସେମିଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ । ରୋହିତଙ୍କ ଅଧିନାୟକତ଼୍ବରେ...

ଆଫଗାନିସ୍ତାନ କ୍ରିକେଟରେ ସୁବର୍ଣ୍ଣ ଅଧ୍ୟାୟ

କିଙ୍ଗ୍‌ଷ୍ଟନ, ୨୬।୬: ଆଫଗାନିସ୍ତାନ କ୍ରିକେଟ ଇତିହାସରେ ଯୋଡ଼ିହୋଇଛି ସୁବର୍ଣ୍ଣ ଅଧ୍ୟାୟ। ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ର ସେମିଫାଇନାଲରେ ପ୍ରବେଶ କରିଛି ରଶିଦ ଖାଁଙ୍କ ନେତୃତ୍ୱାଧୀନ ଏହି...

ଐତିହାସିକ ବିଜୟ ପରେ ଆଫଗାନିସ୍ତାନ ସଡ଼କରେ ଜନ ସମୁଦ୍ର

କାବୁଲ,୨୫।୬: ଯାହା ଆଶା କରାଯାଇନଥିଲା ଆଫଗାନିସ୍ତାନ କ୍ରିକେଟ ଟିମ ବିଶ୍ୱରେ ତାହା କରି ଦେଖାଇଲା। ଏହି ଦଳ ଟି -୨୦ ବିଶ୍ୱକପ ୨୦୨୪ର ସେମିଫାଇନାଲରେ ପ୍ରବେଶ...

ଅନ୍ତର୍ଜାତୀୟ କ୍ରିକେଟରେ ଡେଭିଡଙ୍କ କ୍ୟାରିୟର ଶେଷ

ନୂଆଦିଲ୍ଲୀ,୨୫।୬: ଆଫଗାନିସ୍ତାନ କ୍ରିକେଟ ଦଳ ଟି -୨୦ ବିଶ୍ୱକପ ୨୦୨୪ର ସେମିଫାଇନାଲରେ ସ୍ଥାନ ପାଇଛି। ବାଂଲାଦେଶ ଉପରେ ବିଜୟ ସହ ଆଫଗାନିସ୍ତାନ ପ୍ରଥମ ଥର ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri